Daily Archives

ଲୋପନ ହେଲେ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ କଂଗ୍ରେସ କର୍ମୀ ଲୋପନ ମିଶ୍ରଙ୍କୁ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ଭଳି ଜଣେ ଉତ୍ସାହୀ ଯୁବକ ଏହି ଦାୟିତ୍ୱ ନେଲା ପରେ ନଗର କଂଗ୍ରେସର ନୀତି, ଲଢେଇ ଓ କାର୍ଯ୍ୟ ପ୍ରଣାଳୀ ଜନସାଧାରଣଙ୍କ ପାଖକୁ ଆହୁରି ଭଲ ଭାବେ ପହଂଚି
Read More...

ଷଷ୍ଠ ଦିନରେ ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଆହ୍ଵାନ କ୍ରମେ ବିଭିନ୍ନ ଦାବୀ ପୂରଣ ପାଇଁ ବଲାଙ୍ଗିର ବିଦ୍ୟୁତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦୀର୍ଘ ୬ ଦିନ ହେଲା କଳା ବ୍ୟାଚ ପିନ୍ଧି ଓପିଟିସିଏଲ୍
Read More...

ଟିଟିଲାଗଡ ବ୍ଲକ ଘୋଡ଼ାର ଗ୍ରାମର ଦାନ ମାଝୀଙ୍କ ଘରେ ଲାଗିଲା ନିଆଁ : ଘରର ଆସବାବ ପତ୍ର ପୋଡି ପାଉଁଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଘୋଡ଼ାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଦାନ ମାଝୀ ଓ ଅଇଁଲା ମାଝୀ ଝୁପୁଡ଼ି ଘର କରି ରହୁଥିଲେ । ପେଟ ପୋଷିବା ପାଇଁ ଛୋଟିଆ ହୋଟେଲ କରି ଜୀବିକା ନିର୍ବାହ କରୁଥିଲେ । ଆଜି ସକାଳେ କୌଣସି କାରଣ ବସତଃ ନିଆଁ ଲାଗି ସେ
Read More...

‘ଲଭଜିହାଦ’ ବିରୁଦ୍ଧରେ କଠୋର ଆଇନ ହେଉ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : କେରଳ ସମେତ ଦେଶର ବିଭିନ୍ନ ଭାଗରେ ଦିନକୁ ଦିନ 'ଲଭଜିହାଦ' ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ପ୍ରଣୟନ କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା
Read More...

ଟାପରେଙ୍ଗ ଗାଁରେ ପୁଲିସ୍ ମାଓବାଦୀ ମୁହାଁମୁହିଁ ଘଟଣା : ବିଭିନ୍ନ ସ୍ଥାନରେ ମାଓବାଦୀ ଲଗାଇଲେ ପୋଷ୍ଟର ଏବଂ ଲିଫ୍‌ଲେଟ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଂଚାୟତର ଟାପରେଙ୍ଗ ଗାଁରେ ଗତ ୯ ତାରିଖ ସକାଳେ ମାଓବାଦୀ ଓ ପୁଲିସ ମୁହାଁମୁହିଁ ଘଟଣା ପରେ ଆଜି ବିଭିନ୍ନ ସ୍ଥାନରେ ମାଓବାଦୀ ଲଗାଇଛନ୍ତି ପୋଷ୍ଟର ଓ ବ୍ୟାନର । ଉକ୍ତ ଗୁଳି ବିନିମୟ ଘଟଣାରେ
Read More...

ଆଜିଠୁ ଭୁବନେଶ୍ୱରରେ G20 ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି G20ର ଦ୍ବିତୀୟ ସାଂସ୍କୃତିକ କାର୍ଯ୍ୟକାରିଣୀ ବୈଠକ । ଏଥିରେ ବିଭିନ୍ନ ଦେଶର ୭୦ ଜଣ ପ୍ରତିନିଧି ଯୋଗଦେବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୫ ପ୍ଲାଟୁନ ଫୋର୍ସ ସହ ୧୭୦
Read More...

ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ଯାଜପୁର ସଦର ଥାନା ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନି ପରିଚୟ । ଖବର ଅନୁଯାୟୀ, ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ
Read More...

ହ୍ରଦରେ ବୁଡ଼ି ୫ ନାବାଳକ ମୃତ

ନୂଆଦିଲ୍ଲୀ : ଗୁଜରାଟ ବୋଟାଦ ସ୍ଥିତ କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଶନିବାର ଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଆଉ ୩ଜଣ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଥିଲେ । କିନ୍ତୁ,
Read More...

ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଯେମାକାନ୍ତି ମାଝି ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ଦୈନିକ ଖଟିଖିଆ
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକକ ଅନ୍ତର୍ଗତ ଅଏଁଲାଭଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାିଛି ।
Read More...