Daily Archives

ଦେଓଗାଁ ମେଷଫାର୍ମ ପୁନଃରୁଦ୍ଧାର ଦାବୀରେ କୃଷିମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁଠାରେ ୧୯୬୭ ମସିହାରୁ ଏକ ସରକାରୀ ମେଷଫାର୍ମ ରହିଛି । ଗତ ୧୦ ବର୍ଷ ହେଲା ଏହା ଠିକ୍‌ରେ ପରିଚାଳିତ ହେଉନାହିଁ । ତେଣୁ ଏହାର ଉନ୍ନତିକରଣ କରାଯାଇ ପୁନଃରୁଦ୍ଧାର କରାଇବାକୁ ଆଜି ଦେଓଗାଁର ଏକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ରାଜ୍ୟ
Read More...

ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱରଙ୍କର ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିବ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମାନ୍ୟବର ମନ୍ତ୍ରୀଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡ ଘଟଣା : ଭାଇରାଲ୍‌ ହେବାରେ ଲାଗିଛି ସିସିଟିଭି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଭାଇରାଲ୍‌ ହେଉଛି ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ଦୁଇ ଜଣ ଯୁବକଙ୍କ ଉପରେ ହୋଇଥିବା ଛୁରାମାଡର ସିସିଟିଭି ଫୁଟେଜ୍‌ ମୋବାଇଲ୍‌ରୁ ମୋବାଇଲ୍‌କୁ । ଘଟଣାରେ ଗେଟ୍‌ସରୋବରପଡାର ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର
Read More...

ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ସାମଗ୍ରିକ ବିକାଶ ନିମନ୍ତେ ଗତ ୨୦୨୧ ମସିହାରେ ଓଡ଼ିଶାର ୯ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, ଗଜପତି, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡା ଓ ମାଲକାନଗିରି ଜିଲ୍ଲାକୁ ନେଇ
Read More...

ପିଇଓଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଭତ୍ତା ପାଇବାରୁ ବଂଚିତ ହେଲେ ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକର ଦ୍ୱାରସ୍ଥ ହୋଇ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ଓ ବୃଦ୍ଧାମାନେ । ବୃଦ୍ଧ ବୃଦ୍ଧାମାନଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମ ପଂଚାୟତରେ
Read More...

ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍‌’ : ପରିବହନ ସଚିବ ଊଷା ପାଢ଼ୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତି ପଞ୍ଚାୟତକୁ ଗଡିବ 'ମୋ ବସ୍‌' । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ପ୍ରତି ପଞ୍ଚାୟତକୁ ‘ମୋ ବସ୍‌’ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍‌’ । 'ଲକ୍ଷ୍ମୀ'
Read More...

ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ରର 'ମିଶନ ଲାଇଫଷ୍ଟାଇଲ ଫର୍ ଏନ୍‌ଭାରମେଣ୍ଟ' କାର୍ଯ୍ୟକ୍ରମ ତରଫରୁ ଗାଁରେ ଥିବା ନୂଆଁମୁଡ଼ା
Read More...

ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରିଷିଡା କଲେଜ ଛକ ନିକଟବର୍ତ୍ତୀ ବଡଡୁଙ୍ଗୁରୀଗୁଡା ହଳଦୀଡୁଙ୍ଗୁରୀ ନିକଟରେ ଯାଦବ ଭବନ ନିର୍ମାଣ ହେବ । ଏହି ଅବସରରେ ସ୍ଥାନୀୟ
Read More...

ଦାୟିତ୍ୱ ଗ୍ରହଣ କଲେ ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବଲାଙ୍ଗିରର ନୂତନ ଏସ୍‌ପି ରିଷିକେଶ ଖିଲାରୀ । ପୂର୍ବ ଏସ୍‌ପି ନୀତିନ କୁଶଲକରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବଲାଙ୍ଗିରରେ କାମ କରିବାର ସୁଯୋଗ ମିଳିଥିବାରୁ ନୂତନ ଏସ୍‌ପି ରିଷିକେଶ ଖିଲାରୀ ଉତ୍ସାହିତ ଥିବା
Read More...