Daily Archives

ଗଞ୍ଜାମ ଜିଲ୍ଲାର ଗ୍ରାମୀଣ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ସହ ହସ ଖୁସିରେ ସାମିଲ ହେଲେ ଓ ପାଠ ପଢ଼ାଇଲେ ୫-ଟି ସଚିବ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପିତ୍ତଳ ସ୍ଥିତ ଯୁକ୍ତ ୨ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇଟିଆଇ, ଯୁକ୍ତ ୨ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ,
Read More...

ଛତ୍ରପୁର ସ୍ଥିତ କରାତଳି ଗ୍ରାମରେ ମାଗଣା ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମର ଦିବ୍ୟ ଜୀବନ ସଂଘ ପରିସରରେ ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ମାଗଣା ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ରେଫ୍ଲେକ୍ସୋଲୋଜି ଥେରାପିଷ୍ଟ ଶୁଭ୍ରକାନ୍ତ ପାଢୀ
Read More...

ସୁବର୍ଣ୍ଣପୁରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ସହୃଦୟତାର ସହିତ ସମାଜର ଅସହାୟ ମାନବଙ୍କ ସେବା କରିବା ଦରକାର ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସଂସ୍ଥାର ସଭାପତି ସୂର୍ଯ୍ୟନାରାୟଣ
Read More...

କଂଟାବାଂଜିରେ ବାଇକ୍‌ ଲୁଟେରା ସକ୍ରିୟ : ଏସ୍‌ବିଆଇ ବଜାର ବ୍ରାଂଚ ସମ୍ମୁଖରୁ ଲୁଟି ନେଲେ ନଗଦ ୩ ଲକ୍ଷ ଟଙ୍କା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ସୋମବାର ଦିନ ଦୁର୍ବୃତ୍ତମାନେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ସ୍ଥାନୀୟ ମାଇକଲ ବିଦେଶୀ ମଦ ଦୋକାନର ମ୍ୟାନେଜର ୩ ଲକ୍ଷ ଟଙ୍କା ଷ୍ଟେଟ ବ୍ୟାଙ୍କ ବଜାର ଶାଖାକୁ
Read More...

୩ ଗୋଟି ପଞ୍ଚାୟତର ଚାଷୀଙ୍କୁ ନେଇ ସମ୍ବିଳନୀ ଓ ଶୋଭାଯାତ୍ରା ଅନୁଷ୍ଠିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡାଠାରେ ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଟିକ୍ରାପଡା, ଜୁରାବନ୍ଧ ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଚାଷୀଙ୍କୁ ନେଇ ଏକ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ଚାଷୀ ଏକତା
Read More...

ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜ ଗୁଡଭେଲା ବ୍ଲକ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଲା ବ୍ଲକ ସହ ଦେଓଗାଁ, ବଲାଙ୍ଗିର, ପୁଇିଁନ୍ତଲା, ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି ସହ ବିଭିନ୍ନ ବ୍ଲକର ବରିଷ୍ଠ ସଦସ୍ୟ, ସଦସ୍ୟା ଏହି
Read More...

ବଣାଇରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଦିବାସୀ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଆଜି ସୁନ୍ଦରଗଡ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଯୁଗ୍ମ ଜନ ଶୁଣାଣି କରିଛନ୍ତି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୮୨ ଗୋଟି
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ ପାଳନ ଓ ସ୍ୱତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଲମାର୍କସଙ୍କର ଜୟନ୍ତୀ ଅବସରରେ ଏକ ସ୍ମୃତିଚାରଣ ସଭା ସହ
Read More...

ହୃଦ୍‌ଘାତରେ ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଅଜୟ ବିଶ୍ୱାଳଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ହେଉଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବିଜୟ
Read More...

ଖଲିଆପାଲି ବିଦ୍ୟାଳୟରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ବିଶ୍ୱ ରେଡକ୍ରସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ
Read More...