Daily Archives

କଳସ ଯାତ୍ରା ସହ ବୈଶାଖ ମେଳାର ଦ୍ୱିତୀୟ ଦିବସ ଆରମ୍ଭ

୩୫ ହଜାର ବୀଜ ମନ୍ତ୍ର ଜପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ନୃସିଂହନାଥଠାରେ ବୈଶାଖ ମେଳା ସୋମବାର ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା', ଭଉଣୀ ତଥା ଭକ୍ତମାନେ ଝରଣାର
Read More...

ଏକ ଟଙ୍କିଆ କ୍ଲିନିକରେ ବିଶ୍ୱଖବର ୟୁଟୁବ ଚ୍ୟାନେଲ ଉଦ୍‌ଘାଟିତ

ବୁର୍ଲା, (ନିରୋଜ କୁମାର ପାଣୀ) : ଦେଶ ବିଦେଶରେ ପ୍ରଶଂସା ପାଇଥିବା ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଏକ ଟଙ୍କିଆ କ୍ଲିନିକରେ ମଙ୍ଗଳବାର ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ 'ବିଶ୍ୱଖବର' ନାମରେ ଏକ ୟୁଟୁବ
Read More...

ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଲା ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅନ୍ତର୍ଗତ ପଣ୍ଡରିପାଣି ନିବାସୀ ପଦ୍ମନ୍‌ ହଂସଙ୍କ ହତ୍ୟାକାରୀଙ୍କୁ ଗିରଫ୍‌ ପାଇଁ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛି ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା । ଯାଦବ ମହାସଭା ପକ୍ଷରୁ କୁହାଯାଇଛି ଯେ, ଗତ ଫେବୃୟାରୀ ମାସ ୧୬ ତାରିଖ ଦିନ
Read More...

ସୋନପୁର ସାପ୍ତାହିକ ବଜାରରେ ରେଡ଼କ୍ରସ୍‌ କର୍ମୀମାନଙ୍କ ଦ୍ଵାରା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ମଙ୍ଗଳବାର ସାପ୍ତାହିକ ବଜାରରେ ରେଡ଼କ୍ରସ୍‌ କର୍ମୀମାନଙ୍କ ଦ୍ଵାରା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ସରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି
Read More...

ବଲାଙ୍ଗିରରେ ଶ୍ରମିକ ଦିବସ ପାଳିତ

ଶ୍ରମିକମାନେ ସଂଗଠିତ ହୋଇ ଲଢେଇ କରିବାକୁ ଆହ୍ୱାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ହଲଠାରେ ବଲାଙ୍ଗିର ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ତରଫରୁ ଶ୍ରମିକ ଦିବସ ମହାସମାରୋହରେ ପ।ଳିତ ହୋଇଯାଇଛି । ସଂଗଠନର ସଭାପତି ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା
Read More...

ବରକେରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ସେବାନିବୃତ ସମ୍ବର୍ଦ୍ଧନା ସମାରୋହ

ବରକେରା, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ବର୍ଷୀୟାନ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ସେବାନିବୃତ ସମ୍ବର୍ଦ୍ଧନା ସମାରୋହ ଓ ବିଦ୍ୟାଳୟର ୧୨୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

ଓସିଏ ପକ୍ଷରୁ ସ୍ପିନର ଟେଲେଣ୍ଟ ହଣ୍ଟ – ୨୦୨୩

ଯୋଗଦେଲେ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦୀନେଶ ମୋଙ୍ଗିଆ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓସିଏ ତଥା ବଲାଙ୍ଗିର ଖେଳ ସଂସଦ ପକ୍ଷରୁ ସ୍ପିନରମାନଙ୍କ ପାଇଁ ଟେଲେଣ୍ଟ ହଣ୍ଟ - ୨୦୨୩ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର
Read More...

ବଲାଙ୍ଗିର ଜିଲ୍ଲା ଓୟୁଜେ ପକ୍ଷରୁ ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓୟୁଜେ ପକ୍ଷରୁ ମେ’ ୧ ତାରିଖ ଶ୍ରମିକ ଦିବସକୁ ପ୍ରତିବାଦର ଦିବସ ଭାବେ ପାଳନ କରାଯାଇଛି । ଗତକାଲି ମେ’ ୧ ତାରିଖ ୫ଘଂଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରି)ଙ୍କ ସଭାପତିତ୍ୱରେ ଏହି
Read More...

ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଞ୍ଚ ଆନୁକୂଲ୍ୟରେ ଶ୍ରମିକ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଞ୍ଚ ର ଆନୁକୂଲ୍ୟରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ କାର୍ଯ୍ୟାଳୟରେ ମଇ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମଂଚର ସଭାପତି ମନୋରଂଜନ ସାହୁ ପତାକା ଉତ୍ତୋଳନ କରି ଦିବସକୁ ଉଦ୍‌ଘାଟନ
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଗରିବଙ୍କ ଚାଉଳ ଖାଇ ଯାଉଛନ୍ତି ସରକାରୀ ଦଳ - ନରସିଂହବଜେଟ ପାସ ନକରି ପୌର ପରିଷଦ ଅର୍ଥ ଖର୍ଚ୍ଚ କରିବା ବେଆଇନ - ନରସିଂହଚାଉଳ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ୩ ଦିନ ଭିତରେ ନ ହେଲେ କଂଗ୍ରେସ କରିବ ପ୍ରତିବାଦ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ହେଉ କି ଲୋକସଭା
Read More...