Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣା : ପଛରୁ ପିଟିଲା ଘରୋଇ ବସ୍, ବାପା ଓ ଦୁଇ ଝିଅ ମୃତ, ଅଂଚଳରେ ଉତ୍ତେଜନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ରାସ୍ତା ଗଇଁନ୍ତଳାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ବ୍ୟକ୍ତିଙ୍କ ଘର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ହୋଇଥିବା ବେଳେ
Read More...

ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଂଚଳରେ ଏସ୍‌ଏଚ୍‌ଜି ମହିଳାମାନେ ଖୁଜେନପାଲି ଅଞ୍ଚଳରେ ଦେଶୀ ମଦ ଭାଟି ନ ଖୋଲିବା ପାଇଁ ଦାବୀ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଏକ ଦେଶୀ ମଦ
Read More...

ଭିଜିଲାନ୍ସ ହାତରେ ପଡ଼ିଲେ କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ଏବଂ ଜିଆର୍‌ଏସ୍‌ ସୂର୍ଯ୍ୟନାରାୟଣ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ମନୋରେଗା କାମର ବିଲ୍‌ ପାସ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ନେଉଥିଲେ
Read More...

ପିତୃମାତୃହୀନ ଶିଶୁଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକର ବିଡିଘାଟ ଗାଁରୁ ଜଣେ ପିତୃମାତୃହୀନ ଶିଶୁ ହେମନ୍ତ ରଣାଙ୍କୁ ଉଦ୍ଧାର କରାଯାଇ ଶିଶୁ ଗୃହରେ ଅବସ୍ଥାପିତ କରାଯାଇଛି । ଡିସିପିଓଙ୍କ ନିର୍ଦ୍ଦେଶ କ୍ରମେ
Read More...

ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରାଞ୍ଚଳ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗିରିରୋଡ ସ୍ଥିତ ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀ ସୁଜ୍ଞାନୀ ସ୍ୱାଇଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଛାତ୍ରୀଙ୍କ ଘର ଶେରଗଡ଼ ବ୍ଲକ
Read More...

ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହେଲା ହରିଶଙ୍କର ମହୋତ୍ସବ : ସାଧାରଣରେ ଆଲୋଚନା

ପ୍ରଶାସନର ଦାୟିତ୍ୱ ହୀନତା ପାଇଁ ହନ୍ତସନ୍ତ ହେଲେ ହଜାର ହଜାର ଶ୍ରଦ୍ଧାଳୁ : ଜନସାଧାରଣରେ ଅସନ୍ତୋଷ ଖପ୍ରାଖୋଲ, (ଅଶୋକ ବାଗ) : ନିକଟରେ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କରଠାରେ ହୋଇଥିବା ନୃସିଂହ ଚତୁର୍ଦ୍ଦଶୀ ମହୋତ୍ସବ ଚରମ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ବୋଲି ଜନସାଧାରଣରେ
Read More...

ଜୁନିୟର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର ଯୋଗ
Read More...

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ୨୪ ଘଣ୍ଟା ନ ପୂରୁଣୁ କାର୍ଯ୍ୟାନୁଷ୍ଠାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ବସୁଧା ଯୋଜନାରୁ ହୋଇଥିବା ପାନୀୟ ଜଳ ଯୋଗାଣରେ ପ୍ରତି ଘରକୁ ଘର କନେକ୍ସନ କରିଥିବା ଦାୟିତ୍ଵ ହାତକୁ ନେଇଥିଲା ଏଲ
Read More...

ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ
Read More...

ଚାରପାଲି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଂଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ । ଏହି ଗ୍ରାମଟି ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟ ଜଳର ସୁବିଧା ଅଛି ନା ଗାଧୋଇ ବାର ସୁବିଧା ଅଛି ନା ଶୌଚାଳୟର
Read More...