ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରାଞ୍ଚଳ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗିରିରୋଡ ସ୍ଥିତ ପଦ୍ମାବତୀ ଲେଡିସ ହଷ୍ଟେଲରେ ଯୁକ୍ତଦୁଇ ଛାତ୍ରୀ ସୁଜ୍ଞାନୀ ସ୍ୱାଇଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଛାତ୍ରୀଙ୍କ ଘର ଶେରଗଡ଼ ବ୍ଲକ ଗୋବିନ୍ଦପୁର ଅଟେ । ଛାତ୍ରୀ ଜଣକ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇରେ ପାଠ ପଢୁଥିଲେ ।

Leave A Reply

Your email address will not be published.

19 − one =