Daily Archives

ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଛଦ୍ମବେଶ ଧାରଣ କରି ଚୋରମାନେ ଏବେ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ସାଧାରଣରେ ଗୁଜବ ସୃଷ୍ଟି ହୋଇଛି । ବାହାର ରାଜ୍ୟରୁ ଆସି କିଛି ଛଦ୍ମବେଶ ଧାରଣ କରି ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ମହିଳାଙ୍କ ବେଶରେ ବୁଲୁଛନ୍ତି,
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତିଶ କୁମାର

ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର
Read More...

ଇମ୍ରାନ ଖାନ ଗିରଫ୍‌

ଇସଲାମବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଜର୍ସ ଇସଲାମବାଦ ହାଇକୋର୍ଟ ବାହାରୁ ଗିରଫ କରିଛି ।
Read More...

ଟିଟିଲାଗଡ଼ରେ ଭୋଲଟାସ କମ୍ପାନୀ ଫ୍ରିଜ କିଣି ଗ୍ରାହକ ହଟହଟା : ଖରାପ ହେବା ଅଭିଯୋଗର ୧୫ ଦିନ ପରେ ବି ମିଳିନି ସେବା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଇଲେକ୍ଟ୍ରୋନିକ୍ସ ଜିନିଷର ଚାହିଦା ବଢ଼ିବାରେ ଲାଗିଛି । ସେ ଟିଭି ହେଉ କି ଫ୍ରିଜ ହେଉ କି ଏସି ହେଉ, ଏଥିପାଇଁ ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ କମ୍ପାନୀ ବହୁତ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡନ୍ତି । ଆଜିର
Read More...

କଂଟାବାଂଜି ସିଭିଲ କୋର୍ଟରେ ନୂତନ ଜେଏମ୍‌ଏଫସିଙ୍କ କାର୍ଯ୍ୟଭାର ଗ୍ରହଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟରେ ମଙ୍ଗଳବାର ଦିନ ନୂତନ ଭାବେ ରାହୁଲ କୁମାର ଜେନା ଜେଏମ୍‌ଏଫସି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଜେନାଙ୍କୁ ସ୍ଥାନୀୟ ଓକିଲ ସଂଘ ଦ୍ୱାରା ଓକିଲ ସଂଘ କାର୍ଯ୍ୟାଳୟରେ ଫୁଲ ତୋଡା ଦେଇ ସ୍ୱାଗତ
Read More...

ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକଙ୍କ ସହ କ୍ଷୁଦ୍ର ଓ ମଧ୍ୟ ସମ୍ବାଦପତ୍ର ମହାସଂଘର ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟ ସମ୍ବାଦପତ୍ରଗୁଡିକ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି । ଏ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉକ୍ତ ସମ୍ବାଦପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରି ସେମାନଙ୍କ
Read More...

ମ.ରାମପୁର ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ପୋଲିସ ଡିଏସ୍‌ପି ଏ.
Read More...

ମା’ ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ, ସର୍ବମଙ୍ଗଳା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରଠାରୁ ମାତ୍ର ୭ କିମି ଦୂର ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ଜଙ୍ଗଲ ଜମି ଧଡ଼ାପାହାଡ଼ରେ ଅବସ୍ଥାନ କରିଥିବା ପ୍ରସିଦ୍ଧ ମା' ରାମଚଣ୍ଡୀଙ୍କ ଆଜି ସ୍ୱତନ୍ତ୍ର ବେଶ ଲାଗି ହୋଇଛି । ପ୍ରକାଶ ଥାଉକି,
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ

ରେଡକ୍ରସକୁ ଆହୁରି କ୍ରିୟାଶୀଳ କରିବାକୁ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗତକାଲି ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ପାଳନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାନ ଝିଅ ମୃତ, ବାପା ଓ ବଡ ଝିଅ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର - ସୋନପୁର ରାସ୍ତା ଗଇଁନ୍ତଲା ଗାଁ ଛକଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ସାନ ଝିଅ ରେଖା ପାଣ୍ଡେ(୧୪)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ବଡ ଝିଅ ଶିଖା ପାଣ୍ଡେ(୧୭) ଓ ବାପା ବୀଣାପାଣି
Read More...