Daily Archives

ସୁବର୍ଣ୍ଣେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଟିମ୍ବର କଲୋନୀର ଓଁ ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ୱର ମନ୍ଦିରଠାରେ ଶୀତଳଷଷ୍ଠୀ ବା ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ।
Read More...

ଜିଲ୍ଲାସ୍ତରୀୟ ସରପଞ୍ଚ ସଂଘର ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ପ୍ରେମଶୀଲା ପ୍ୟାଲେସରେ ଜିଲ୍ଲା ସଭାପତି ଗୋବିନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ବରଗଡ଼ ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ, ବିଧାୟକ, ବିଧାୟିକା ଏବଂ
Read More...

ମହା ଜନ ସମ୍ପର୍କ ଅଭିଯାନ ପାଇଁ ପଦ୍ମପୁର ବିଜେପିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମେ' ୩୦ ତାରିଖରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସାରା ଭାରତ ବର୍ଷରେ ମହା ଜନ ସମ୍ପର୍କ ଅଭିଯାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଭିଯାନକୁ ସଫଳ କରିବା ପାଇଁ ଆଜି ନୃସିଂହନାଥ ସ୍ଥିତ
Read More...

ଗୁଡଭେଲା ସମ୍ବାଦ ସାହିତ୍ୟଘରର “ନିଦାଘର ନିନାଦ” କବିତା ଆସର ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ସମ୍ବାଦ ସାହିତ୍ୟଘରର "ନିଦାଘର ନିନାଦ" ଆଭାସି କବିତା ଆସର ଶନିବାର ଅପରାହ୍ନରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରଥଲେ । ଏଥିରେ
Read More...

ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉନ୍ମୋଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଭବ୍ୟ ସମାରୋହଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ
Read More...

ବାହା ହେବା ପାଇଁ ମନା କଲା ପ୍ରେମିକା ବୋଲି ଜଲ୍ଲାଦ ପ୍ରେମିକ କଲା ଏମିତି ଉନ୍ମୁକ୍ତ କାଣ୍ଡ

ଖପ୍ରାଖୋଲ, (ଅଶୋକ ବାଗ) : ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ । କିନ୍ତୁ ପ୍ରେମିକା ପ୍ରେମିକର ଅତ୍ୟାଚାର ସହି ନପାରି ବାହା ହେବା ପାଇଁ ମନା କରିବାରୁ ପ୍ରେମିକର ମୁଣ୍ଡ ଗରମ ହୋଇଗଲା । ମଦ ପିଇ ପ୍ରେମିକା ରହୁଥିବା ଭଡାଘରକୁ ଆସି ନିଜ ପ୍ରେମିକାଙ୍କ ସହ ତାଙ୍କ ମା' ଏବଂ
Read More...

ଦିବ୍ୟାଙ୍ଗମାନଙ୍କୁ ଆଇନ ସେବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍‌ଏସି ରାଜାପଡା ମିଶନ ଶକ୍ତି ଗୃହରେ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶରେ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଦିବ୍ୟାଙ୍ଗମାନଙ୍କର ସଭାପତି ଚନ୍ଦ୍ରମଣୀ
Read More...

ସିଆଇଟିୟୁର ଜିଲ୍ଲାସ୍ତରୀୟ ଆଲୋଚନା ସଭା

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶବାସୀ ଐତିହାସିକ ଭୂମିକା ପାଳନ କରିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ରାଜ୍ୟ କମିଟି ଡାକରାରେ ମେ' ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସ ଠାରୁ ମେ' ୩୦ ସଂଗଠନର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଏକ ମାସବ୍ୟାପୀ
Read More...

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା : ୮ ଅଭିଯୁକ୍ତ ଗିରଫ, ଜେସିବି ଓ ଟ୍ରାକ୍ଟର ଜବତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର
Read More...

ନବୋଦୟ ବିଦ୍ୟାଳୟର ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ନିବାସୀ ତଥା ଛତିଶଗଡ଼ର ଜଗଦଲପୁରଠାରେ କାର୍ଯ୍ୟରତ ନବୋଦୟ ବିଦ୍ୟାଳୟର ଓଡିଆ ଶିକ୍ଷକ ହେମନ୍ତ କୁମାର ଜେନାଙ୍କ ମାତ୍ର ୫୭ ବର୍ଷ ବୟସରେ ଗତ ୨୪ ତାରିଖରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଜେନା ଅଞ୍ଚଳ ମହାବିଦ୍ୟାଳୟରୁ ଓଡିଆ ସମ୍ମାନରେ
Read More...