Daily Archives

ଏବିଏସ୍‌ଏସ୍‌ ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ଶ୍ରୀ ସିଦେ୍ଧଶ୍ୱର ବାବାଙ୍କ ୩୫ତମ ଶୀତଳ ଷଷ୍ଠୀ ଶୋଭାଯାତ୍ରା ମହାଆଡମ୍ବରରେ ପାଳିତ ହେବାକୁ ଯାଉଅଛି । ଏଥର ଯାତ୍ରା ୨୫ ତାରିଖ ରାତ୍ର ଘ.୩ ସମୟରୁ ଆରମ୍ଭ କରିବାକୁ କମିଟି ନିଷ୍ପତ୍ତି ନେଇଛି । ରାମଜୀ ମନ୍ଦିର ସାମନାରୁ ବାହାରି ଏବିଏସ୍‌ଏସ୍‌ ରୋଡ ଦେଇ
Read More...

୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନ

ପିପଳ ନଳା ଜଳସେଚନ ପ୍ରକଳ୍ପର ଉନ୍ନତି ଓ ପର୍ଯ୍ୟଟନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆରମା' ଇନ୍ଦ୍ରାବତୀ ମନ୍ଦିର ଓ ମ୍ୟୁଜିଅମ କମ୍ପ୍ଲେକ୍ସ ପାଇଁ ଆଉ ୧୪ କୋଟିମା' ମାଣିକେଶ୍ୱରୀଙ୍କ ମନ୍ଦିରର ପୁନର୍ବିକାଶ ପାଇଁ ଏକ ସପ୍ତାହ ମଧ୍ୟରେ ଖର୍ଚ୍ଚ ଆକଳନ କରି ରିପୋର୍ଟ ଦେବାକୁ
Read More...

ପାଇକମାଲ ହାଇସ୍କୁଲରେ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ ଗ୍ରେଡ ପାଇଥିବା ଛାତ୍ର ପ୍ରୀତମ ସ୍ୱାଇଁ ଓ ସୌରଭ ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଚଳିତ
Read More...

ଭତ୍ତା ଟଙ୍କା ଉଠାଇବାକୁ ଯାଇ ବାଟରେ ବୃଦ୍ଧ ଚେତାଶୂନ୍ୟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଗ୍ରାମ ପଞ୍ଚାୟତର କୁଡଭଟା ଗ୍ରାମର ରାଜାରାମ ହାତୀ ବେଲପଡା ଷ୍ଟେଟ ବ୍ୟାଙ୍କକୁ ଆସି ଫେରୁଥିବା ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଚେତାଶୂନ୍ୟ ହୋଇ ପଡିଲେ । ସୂଚନାଯୋଗ୍ୟ ଯେ, ଦୁଇ ବୃଦ୍ଧବୃଦ୍ଧା ତାଙ୍କର ଭତ୍ତା ଟଙ୍କା
Read More...

ଡେଲାଙ୍ଗ ବ୍ଲକରେ ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାର ଛାତ୍ର ବିମଳପ୍ରଭା ପଟ୍ଟନାୟକ ସର୍ବୋଚ୍ଚ ୫୫୫ ନମ୍ବର ରଖି ଡେଲାଙ୍ଗ ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର
Read More...

ସଚେତନ ହେମା ଦ୍ୱାରା ଶିଶୁ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଆନୁଷ୍ଠାନ ଦ୍ୱାରା ଆୟୋଜିତ ଓ ସଂଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ସହଯୋଗରେ ସାତ ଦିବସୀୟ ଶିଶୁ ନାଟ୍ୟ କର୍ମଶାଳାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଶୁଭ ଅବସରରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର
Read More...

ଅତିବଡି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନି ଶହରୁ ଅଧିକ ପୁସ୍ତକର ସର୍ଜନାର ସାମର୍ଥ୍ୟ ବହନ କରିଥିବା ପ୍ରଖ୍ୟାତ ସାରସ୍ୱତ ସାଧକ, ଅନୁବାଦକ, କବି, ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କୁ ମିଳିଛି ଅତିବଡି ଜଗନ୍ନାଥ ଦାସ ସମ୍ମାନ । ଓଡିଶା ସାହିତ୍ୟ ଏକାଡେମୀର ଏକ ସ୍ୱତନ୍ତ୍ର
Read More...

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖରୁ ୨୯…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅଭିଯାନ ପାଇଁ ଜିଲ୍ଲା
Read More...

ଅସହାୟର ବନ୍ଧୁ ସଂକଳ୍ପ ପରିବାରର ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ସଂରକ୍ଷଣ ଗୃହରେ ଥିବା ଏକ ଅସହାୟ ଶବକୁ ସମ୍ମାନର ସହିତ ସତ୍କାର କରିଛି ଅସହାୟର ବନ୍ଧୁ ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଅତାବିରା ଥାନା
Read More...