Daily Archives

ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟା

କଳା, ସଂସ୍କୃତିକୁ ଉଜ୍ଜୀବିତ କରି ମହୋତ୍ସବ ଭୀମ ଡୁଙ୍ଗୁରୀକୁ ପରିଚୟ ଦେଇଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବର ତୃତୀୟ ସଂଧ୍ୟାରେ ପ୍ରବଳ ଭିଡ
Read More...

ସାଲେପାଲି ହତ୍ୟା ଘଟଣା : ଘଟଣାସ୍ଥଳରେ ହତ୍ୟାକାରୀକୁ ଗିରଫ କରି ସିନ୍‌ ରିକ୍ରିଏସନ୍‌ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଇ ହେଲା ଭଗାରୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହରରେ । ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲିର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଗତ ୧୭ ତାରିଖ ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ପୁଲିସ । ମୃତକ ଜଣକ
Read More...

ତୁଲସୀନଗର ପଡାବାସୀଙ୍କ ପକ୍ଷରୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଆଖି ଆଗରେ ରଖି ତୁଲସୀନଗର ପଡାବାସୀ ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରେ ଦହି
Read More...

ଜଳିଗଲା ମୋ’ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସକାଳ ପ୍ରାୟ ୧୦ଟା ସମୟରେ ବେଦବ୍ୟାସ ନିକଟସ୍ଥ ଟିସିଆଇ ବ୍ରିଜ୍ ନିକଟରେ ମୋ' ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ରକ୍ଷା ପାଇଥିଲେ । ସୂଚନା ଅନୁସାରେ ମୋ' ବସ୍ ଗାଡ଼ି ନମ୍ୱର ଓଡି୧୪ଏବି ୬୬୭୬ ରୁଟ୍ ନମ୍ୱର ୧୦୬
Read More...

ବିଏସ୍‌ଏଫ୍‌ର କମ୍ବିଂ ଅପରେସନ୍‌ : କଲଭର୍ଟ ତଳୁ ମିଳିଥିବା ପାର୍ସଲରୁ ଗଞ୍ଜେଇ ଜବତ

ବୈପାରୀଗୁଡା : ଜାତୀୟ ରାଜପଥ କଡରେ ବିଏସ୍‌ଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ କଲଭର୍ଟ ତଳେ ପଡିଥିବା ପ୍ୟାକିଂ ପାର୍ସଲରୁ ପଲିଥିନକୁ ଦେଖି ପାର୍ସଲ ବୋମା ସନ୍ଦେହ କରିଥିଲେ ବିଏସ୍‌ଏଫ୍‌ ଯବାନ । ତୁରନ୍ତ ବିଏସ୍‌ଏଫ୍‌ର ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର
Read More...

ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ‘ମହାନଦୀ ସତ୍ୟାଗ୍ରହ’

ଝାରସୁଗୁଡା : ମହାନଦୀ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୁହାବଗାଠାରେ ମହାନଦୀ ସତ୍ୟାଗ୍ରହ କରାଯାଉଛି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କଲମାଠାରେ ବ୍ୟାରେଜ କରି ଛତିଶଗଡ଼ ମହାନଦୀ ପାଣି ରୋକିବା ପରେ ଅଣ ମୌସୁମୀ ସମୟରେ ଓଡିଶାରେ ମହାନଦୀ ଶୁଖିଲା ରହୁଛି । ଫଳରେ
Read More...

ଦୀର୍ଘ ଦିନ ପରେ ଘରକୁ ଆସିଥିବା ପୁଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପ୍ରେମାନନ୍ଦ ପୁଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ଭାବରେ
Read More...

ଓଜେୟୁ ରାଜ୍ୟ ମହିଳା ଆବାହକ ସୁଶ୍ରୀ ବିଜୟାଲକ୍ଷ୍ମୀଙ୍କ ନିଆରା ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଜେୟୁ ରାଜ୍ୟ ମହିଳା ଆବାହକ ତଥା ମାଧ୍ୟମ ଅନୁଷ୍ଠାନର ସଂଯୋଜିକା ସୁଶ୍ରୀ ବିଜୟାଲକ୍ଷ୍ମୀ ମହାଙ୍କୁଡ଼ଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପବିତ୍ର ସାବିତ୍ରୀ ବ୍ରତ ଉପହାର ନେଇ ବ୍ରହ୍ମପୁର ଜେଲ୍‌ରେ ଉପସ୍ଥିତ ରହି ମହିଳା କଏଦୀମାନଙ୍କୁ ସାବିତ୍ରୀ
Read More...

ନବରଙ୍ଗପୁର ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାରେ ମୋଟ ୨୨୮ଟି ବିଦ୍ୟାଳୟରରୁ ମୋଟ ୧୫,୩୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେଥୁରୁ ମୋଟ ୧୪,୩୯୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାଲ ପ୍ରାକ୍ଟିସରେ ୬ ଜଣ ରହିଥିଲେ । ଜିଲ୍ଲାସ୍ତରୀୟ ପାସ୍‌ ହାର ୯୩.୯୮
Read More...

ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ

ଭୁବନେଶ୍ୱର : ସପ୍ତାହେ ବିଳମ୍ବରେ ଓଡ଼ିଶା ଆସିପାରେ ମୌସୁମୀ । ରାଜ୍ୟର ପ୍ରାୟ ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ତାଲିକାରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନ ରହିଥିଲା । ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର
Read More...