Daily Archives

ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ‌‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଡେଲାଙ୍ଗ ମଣ୍ଡଳସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ
Read More...

ମହୀମୁଣ୍ଡାରୁ ଉଦ୍ଧାର ହେଲେ ଅବହେଳିତ ଶିଶୁ କନ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକ ଅଧିନସ୍ଥ ମହୀମୁଣ୍ଡା ଗାଁର ଜଣେ ପିତୃହୀନ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇ ପଥରଚେପା ସ୍ଥିତ ପାର୍ବତିଗିରି ବାଳ ନିକେତନ ଶିଶୁ ଗୃହରେ ଯତ୍ନ ଓ ସୁରକ୍ଷା ପାଇଁ ଅବସ୍ଥାପିତ କରାଯାଇଛି । ସରକାରୀ ସ୍ତରରୁ ଖବର ଜାଣି ଜିଲ୍ଲା ଶିଶୁ
Read More...

ଅଂଶୁଘାତ ଓ ଗୃହକାର୍ଯ୍ୟ ଉପରେ ସଚେତନତା ବୈଠକ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଂଶୁଘାତରୁ ରକ୍ଷା ଓ ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନେ କିପରି ଗୃହକାର୍ଯ୍ୟ କରିବେ ତା' ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନ
Read More...

ସେଞ୍ଚୁରିଅନ ବିଦ୍ୟାଳୟର ସିବିଏସ୍‌ଇ ଦଶମ ଶ୍ରେଣୀର ପରୀକ୍ଷାରେ ୧୦୦% ଛାତ୍ରଛାତ୍ରୀ ପାସ୍‌ ଏବଂ ଦ୍ୱାଦଶ ଶ୍ରେଣୀର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ସିବିଏସ୍‌ଇ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଅନୁସାରେ ସେଞ୍ଚୁରିଅନ ବିଦ୍ୟାଳୟର ଦଶମ ଶ୍ରେଣୀରେ ୧୦୦% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି ଏବଂ ଦ୍ୱାଦଶ ଶ୍ରେଣୀର ୯୬% ଛାତ୍ରଛାତ୍ରୀ ପାସ୍‌
Read More...

ଦୁଇ କନ୍ୟା ସନ୍ତାନ ଜନ୍ମ ଦେବା ପରେ ସ୍ତ୍ରୀ ଏବେ ଅଲୋଡା : ନ୍ୟାୟ ପାଇଁ ବ୍ରହ୍ମପୁରର ସମାଜସେବୀ ପ୍ରମିଳା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇ କନ୍ୟା ସନ୍ତାନର ଜନନୀ ହୋଇଥିବାରୁ ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ତଡ଼ି ବାହାର କରି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ । ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା
Read More...

ବ୍ରାହ୍ମଣୀପାଲି ଗ୍ରାମକୁ ଯାଇ ମୃତକଙ୍କ ଧର୍ମପତ୍ନୀ ଓ ଅନ୍ୟ ଦୁଇ ଝିଅଙ୍କୁ ଭେଟିଲେ ବିଜେଡି ଦଳର ରାଜ୍ୟ ପରିଷଦ ସଦସ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ନିକଟରେ ଗତ ୯ ତାରିଖ ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଖଲିଆପାଲି ଗ୍ରାମ ପଂଚାୟତ ବ୍ରାହ୍ମଣୀପାଲି ଗ୍ରାମର ବୀଣାପାଣି ପାଣ୍ଡେ ଏବଂ ତାଙ୍କ ଦୁଇ ଝିଅ । ଏହାକୁ ନେଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି
Read More...

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ବଲାଙ୍ଗିର ପବ୍ଲିକ ସ୍କୁଲର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିବିଏସ୍‌ଇ ନୂଆଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବଲାଙ୍ଗିର ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ବିଶ୍ୱାଳ ୯୭.୨% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମଗ୍ର
Read More...

ସ୍କାଉଟ୍ ଏବଂ ଗାଇଡ୍‌ର ଜଳ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ୍ ଏବଂ ଗାଇଡ୍, ରାଉରକେଲା ସ୍କାଉଟ୍ ଜିଲ୍ଲା ତରଫରୁ ଜଳ ସେବା ଶିବିର କୋଏଲନଗର ଏ ବ୍ଲକ ସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କାଉଟ୍‌ର କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ
Read More...

ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ତହସିଲ ଅଫିସରେ ସ୍ୱାଭାବିକ ଭାବେ ଚାଲୁଥିବା ଲାଞ୍ଚ କାରବାର ପଦାରେ ପଡ଼ିଲା :…

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡ଼ିଲେ ଛତ୍ରପୁର ତହସିଲର କିରାଣୀ ସ୍ଵାତିସୁଚରିତା ପାତ୍ର । ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତହସିଲ କାର୍ଯ୍ୟାଳୟ ବାହାରେ ଉକ୍ତ କିରାଣୀ ଟଙ୍କା ନେଉଥିବା ବେଳେ
Read More...

ଜଗଦଲପୁର ରବି ଧାନ ସଂଗ୍ରହ ମଣ୍ତି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଉଡ଼ିଦର୍ହା ପ୍ରାଥମିକ କୃଷି ସମବାୟ ସମିତି ଲିଃର ରବି ଧାନ ସଂଗ୍ରହ ପାଇଁ ଜଗଦଲପୁରଠାରେ ଶାଖା କାର୍ଯ୍ୟାଳୟକୁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଏଆର୍‌ସିଏସ୍‌
Read More...