Daily Archives

ସମ୍ଭାବ୍ୟ ବନ୍ୟାରୁ ଧନ ଜୀବନର ସୁରକ୍ଷା ପାଇଁ ଏନ୍‌ଡିଆର୍‌ଏଫ୍‌ ଦ୍ୱାରା ନମୁନା ପ୍ରଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏନ୍‌ଡିଆର୍‌ଏଫ୍‌ ମଣ୍ଡଳୀ ଦ୍ୱାରା ଧନ ଜୀବନର ସୁରକ୍ଷା ପାଇଁ ସୋନପୁର ସ୍ଥିତ ମହାନଦୀ ତେନ୍ତୁଳିଘାଟଠାରେ ନମୁନା ପ୍ରଦର୍ଶନ କରାଯାଇଥିଲା । ଇନିସ୍ପେକ୍ଟର ଏକଜିକ୍ୟୁଟିଭ ୟୁ କେ ଦୀକ୍ଷିତଙ୍କ ନେତୃତ୍ୱରେ
Read More...

ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟାଙ୍ଗରପଡ଼ାରେ ସରକାରୀ ଜାଗାକୁ ଦଖଲ କରି ରହୁଥିବା ଲୋକଙ୍କୁ ୪୮ ଘଣ୍ଟା ଭିତରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ପୌରପରିଷଦ ପକ୍ଷରୁ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଓଭରବ୍ରିଜ ନିକଟରେ ସ୍ଥାନ ଚିହ୍ନଟ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଜିଲ୍ଲାର ପ୍ରଥମ ମୋ’ ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବଲାଡୀଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ମୋ' ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ସେବା
Read More...

ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ରେଞ୍ଜର କର୍ମଚାରୀମାନେ ସଇଁତଲା ବିଭାଗର ସିଲେଟପରା ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ୫ଟି ହଲଦୁ ପଟା, ୧୧ଟି ଶାଗୁଆନ ପଟା ଏବଂ ୧୩ଟି ଶାଗୁଆନ ସାଇଜ୍ ଜବତ କରିଛନ୍ତି । ଏଥିରେ ଜଣେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁଙ୍କୁ
Read More...

ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବିବିଏସଏ ୨୦୨୨ରେ ରେଜିଷ୍ଟ୍ରେସନ ହୋଇଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ହୁଇଲ୍‌ ଚେୟାର, ଟ୍ରାଇ ସାଇକେଲ, ୱାଲକିଙ୍ଗ ଷ୍ଟିକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ଟିଟିଲାଗଡ ବ୍ଲକର ଗାଁ ସାଥୀ ଓ ଜବ କାର୍ଡଧାରୀଙ୍କ ବିଶାଳ ସମାବେଶ ଓ ରେଲି ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଟିଟିଲାଗଡ ବ୍ଲକର ଗାଁ ସାଥୀ(ମେଟ୍‌) ସଂଘର ସଭାପତି ଜଳଧର ଧରୁଆଙ୍କ ସଭାପତିତ୍ୱରେ ସମସ୍ତ ଗାଁ ସାଥୀ ଓ ଜବ କାର୍ଡ ଧାରି ସବୁ ଏକ ଜୁଟ ହୋଇ ପ୍ରଥମେ ହାଇସ୍କୁଲ ଖେଳ ପଡ଼ିଆଠାରେ ଜମା ହୋଇଥିଲେ । ସେଠାରୁ ଏକ ବିଶାଳ ସମାବେଶ ବାହାରି ବିଭିନ୍ନ
Read More...

ଆଦିବାସୀ ନେତା ସୁରେଶ ଭୋଇଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସଦର ମହକୁମା ପଥପ୍ରାନ୍ତ ନୂଆପଡାଠାରେ କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସଭାପତି ଭିକାରି ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଦିବାସୀ ନେତା ସୁରେଶ ଭୋଇଙ୍କୁ କୋଶଲି ଶ୍ରେଷ୍ଠ
Read More...

ସୁପ୍ରିମଟାକ୍ସଠାରେ ଆନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ ସୁପ୍ରିମଟାକ୍ସ ନର୍ସିଂ କଲେଜଠାରେ ଆନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଲକ୍ଷ୍ମୀ ମେହେର ସଭାପତିତ୍ୱ କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ନାଗ ସ୍ୱାଗତ ଭାଷଣ ଦେଇଥିଲେ । ରାଷ୍ଟ୍ରୀୟ
Read More...

ଟିଟିଲାଗଡରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର କରାଗଲା ଭୂମିପୂଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରଠାରୁ ପାଞ୍ଚ କିଲୋମିଟର ଦୂର ବଲାଙ୍ଗିର ଯିବା ରାସ୍ତା କଡ଼ରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର ଶୁକ୍ରବାର ସକାଳ ସାଢେ ସାତଟାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କର୍ତ୍ତା ରୂପେ ଅଶୋକ ସିହ୍ନା ଏବଂ ସପତ୍ନୀ
Read More...

ଷୋହଳ ଦଫା ଦାବୀ ନେଇ ଖପ୍ରାଖୋଲ ବ୍ଲକ କମିଟି ପାଚିକା ସହାୟିକା ସଙ୍ଘର ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ତରଫରୁ ୧୬ ଦଫା ଦାବୀପତ୍ର ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକର ବିଭିନ୍ନ ବିଦ୍ୟାଳୟରେ
Read More...