Daily Archives

ଆସନ୍ତା ୧୯ ତାରିଖ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସଂପାଦକଙ୍କ ମ.ରାମପୁର ଗସ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା କାଲି ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ଆଖି ଆଗରେ ରଖି ବିଜେଡ଼ି ଦଳ ଜୋର୍‌ଦାର୍‌ ପ୍ରସ୍ତୁତି ଚଲାଇଛି । ସେହି
Read More...

ସରସ୍ୱତୀ ଶିଶୁ ମନ୍ଦିର ମୁଖୀଗୁଡା ଶତ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

କଳାହାଣ୍ଡି, (ହେମନ୍ତ ସାହୁ) : ଚଳିତ ବର୍ଷର ଦଶମ ଶ୍ରେଣୀର ଫଳାଫଳ ପ୍ରକାଶିତ ହୋଇଛି ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଖୀଗୁଡାର ଛାତ୍ରଛାତ୍ରୀମାନଙ୍କ ଅଭୂତପୂର୍ବ ସଫଳତା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ଅନୁଷ୍ଠାନର ୭୦ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ
Read More...

ପ୍ରାଣୀଧନର ସୁରକ୍ଷା, ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଣୀଧନର ସୁରକ୍ଷା ତଥା ସେମାନଙ୍କର ଲାଳନ ପାଳନରେ ଯଥେଷ୍ଟ ଯତ୍ନଶୀଳ ହେବା ଜରୁରୀ ବୋଲି ବିଶିଷ୍ଟ ସଚେତନଶୀଳ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ଜୀବେ ନିଷ୍ଠୁରତା ନିରୋଧ ଆଇନ କର୍ମଶାଳା । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଡିଆର୍‌ଡିଏ ଜଉଗଡ
Read More...

ଯୋଗ ଓ ନେଚରୋପାଥି ତାଲିମ ଶିବିର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟିଠାରେ ଗତ ୧୫ ତାରିଖରୁ ଅଶୋକ କୁମାର ଖମାରୀଙ୍କ ନେତୃତ୍ୱରେ ଯୋଗ ଓ ନେଚରୋପାଥି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ସୁବ୍ରତ ମେହେରଙ୍କ ତତ୍ୱାବଧାନରେ ଯୋଗ ଏବଂ ନେଚରୋପାଥି ଉପରେ ପ୍ରତିଦିନ
Read More...

‘ପ୍ରୟାସ’ ତରଫରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : କଣାସ ରୋଡ୍‌ରୁ ସାତପଡ଼ା ପର୍ଯ୍ୟନ୍ତ ନୂତନ ରେଳ ରାସ୍ତା ସଂଯୋଗ ପାଇଁ 'ପ୍ରୟାସ' ତରଫରୁ ସଂଗଠନର ସଭାପତି କୃଷ୍ଣ ଜଗଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପୁରୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହସ୍ତତନ୍ତ ମଲ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସି ସୋନପୁର ସହର ନିକଟବର୍ତ୍ତୀ ଝିଙ୍କିଠାରେ ଡବ୍ଲୁଓଡିସି ଅର୍ଥ ଅନୁଦାନରେ ନିର୍ମାଣାଧୀନ ଡବ୍ଲୁଓଡିସି ହସ୍ତତନ୍ତ ମଲ୍‌ର ନିର୍ମାଣ କାର୍ଯ୍ୟର ପରିଦର୍ଶନ
Read More...

ବଲାଙ୍ଗିର ଏସ୍‌ପି ହେଲେ ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଇପିଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି । ବଲାଙ୍ଗିରର ନୂତନ ଏସ୍‌ପି ଭାବରେ ନିଯୁକ୍ତ ହୋଇଛନ୍ତି ରିଷିକେଶ ଖିଲାରୀ । ବଲାଙ୍ଗିରରେ ପୂର୍ବରୁ ଏସ୍‌ପି ଦାୟିତ୍ୱରେ ଥିବା ଏସ୍‌ପି ନିତିନ କୁଶଲକରଙ୍କୁ କେନ୍ଦୁଝରକୁ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିରର ନୂତନ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଝାରତରଭାକୁ ଗଡିଲା ଟ୍ରେନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଆଉ ଟିକିଏ ଆଗକୁ ଗଡିଛି ଟ୍ରେନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ହାୱାର୍ଡକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହିତ ବଲାଙ୍ଗିର-ଖୋର୍ଦ୍ଧାରୋଡର ବିଛୁପାଲିରୁ ଝାରତରଭା ପର୍ଯ୍ୟନ୍ତ ରେଳଲାଇନର
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍‌ଘାଟନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର କଲେ ଶିଳାନ୍ୟାସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରେଳ ବିଭାଗର ସବୁଠୁ ଦ୍ରୁତଗାମି ଟ୍ରେନ୍‌ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର ପୁରୀଠାରୁ ହାୱଡା ଅଭିମୁଖେ ବାହାରି ଥିଲା । ଏହି ଟ୍ରେନ୍‌ ଗଡିବାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ
Read More...

ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୮ ତାରିଖ ରବିବାର ଦିନ ସନ୍ଧ୍ୟା ୦୬ ଘ.ରେ ପଦ୍ମପୁର ଆର.ବି.ହାଇସ୍କୁଲ ସମ୍ମିଳନୀ କକ୍ଷରେ 'ଆଗାମୀ ସାହିତ୍ୟ ସଂସଦ' ପଦ୍ମପୁର ତରଫରୁ ବିଶିଷ୍ଟ ସଂସ୍କୃତି ବିଦ୍ୱାନ, ବାଗ୍ମୀ, ସୁଲେଖକ କବି ପ୍ରଜ୍ଞା ପୁରୁଷ ଡ. ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ଉତ୍ସବ
Read More...