ବଲାଙ୍ଗିର ଏସ୍‌ପି ହେଲେ ରିଷିକେଶ ଖିଲାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଇପିଏସ୍‌ ସ୍ତରରେ ଅଦଳ ବଦଳ ହୋଇଛି । ବଲାଙ୍ଗିରର ନୂତନ ଏସ୍‌ପି ଭାବରେ ନିଯୁକ୍ତ ହୋଇଛନ୍ତି ରିଷିକେଶ ଖିଲାରୀ । ବଲାଙ୍ଗିରରେ ପୂର୍ବରୁ ଏସ୍‌ପି ଦାୟିତ୍ୱରେ ଥିବା ଏସ୍‌ପି ନିତିନ କୁଶଲକରଙ୍କୁ କେନ୍ଦୁଝରକୁ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିରର ନୂତନ ଏସ୍‌ପି ଭାବେ ଦାୟିତ୍ୱ ନେବେ ଶ୍ରୀ ଖିଲାରୀ । ଶ୍ରୀ ଖିଲାରୀ ପୂର୍ବରୁ ମୟୂରଭଂଜ ଏସ୍‌ପି ଭାବେ କାର୍ଯ୍ୟରତ ଥିଲେ । ଆଇପିଏସ୍‌ ଶ୍ରୀ ଖିଲାରୀ ଯୋଗଦାନ କରିବା ପରେ ବଲାଙ୍ଗିରର ଅପରାଧ ଜଗତରେ ଚାଂଚଲ୍ୟ ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.

fifteen − 4 =