Daily Archives

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ମଧ୍ୟ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଅର୍ଜନ କରିଛି । ୮୮ ଜଣଙ୍କ ମଧ୍ୟରୁ A1 ଗ୍ରେଡରେ ୦୩ ଜଣ ସୌମ୍ୟ ରଂଜନ ସାହୁ ୯୪%, ରୀତା ଜାଲ ୯୨.୧୬%, ସ୍ୱାଗତିକା ଶତପଥି ୯୦.୫% ପାଇଥିବା
Read More...

ମା’ ମାଉଳି ନାଇଟ କ୍ରିକେଟ୍ : ମହୁଲପାଲି କେସିସି ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦର୍ବେକେଲାଠାରେ ମା' ମାଉଳି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ୨ୟ ମା' ମାଉଳି ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୋମବାର ଉଦ୍‌ଘାଟନୀ ସନ୍ଧ୍ୟାରେ ସୁନୀଲ ବେହେରା ମୁଖ୍ୟ ଅତିଥି ଓ ଫୁଲ ଚନ୍ଦନ ବରିହା
Read More...

ଭୀମପାହାଡ ମହୋତ୍ସବ ୨୦୨୩ର ପ୍ରଥମ ସନ୍ଧ୍ୟା

ମୁଖ୍ୟ ଆକର୍ଷଣ ରାବଣ ଦରବାର ସହ ଘୁଡୁକା, ଢାପ, ସମ୍ବଲପୁରୀ ନୃତ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ପ୍ରଥମ ସଂଧ୍ୟାର ସାଂସ୍କୃତିକ ସଭାରେ
Read More...

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ସହିତ ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କଲେ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୁରୀ-ହାୱଡ଼ା (କୋଲକାତା) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ଜରିଆରେ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା
Read More...

ମାଟ୍ରିକ ପରୀକ୍ଷାରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଯୋଗୀସର୍ଡା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଯୋଗୀସର୍ଡା ହରିହର ହାଇସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଥିବା ଜଣାପଡିଛି । ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୭ ଜଣ ଛାତ୍ରଛାତ୍ରୀ
Read More...

ପିକ୍‌ଅପ୍ ଓଲଟି ଜଣେ ମୃତ, ୧୩ ଆହତ

ଖଲ୍ଲିକୋଟ : ବେଗୁନିଆପଡା ତାନାବଇଡା ରାସ୍ତାରେ ଘଟିଛି ଏକ ବଡ ଦୁର୍ଘଟଣା । ରାସ୍ତାରେ ଯିବାବେଳେ ଏକ ପିକ୍‌ଅପ୍ ଗାଡ଼ି ଓଲଟି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି ।
Read More...

ବାରାହା ଆକ୍ରମଣରେ ଚାଷୀ ଗୁରୁତର

ଆଠଗଡ : ଚାଷ ଜମିରେ କାମ କରୁଥିବା ବେଳେ ବାରାହା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଆଠଗଡ ରେଞ୍ଜ ଅନ୍ତର୍ଗତ ବନ୍ଧହଟା ଗ୍ରାମର ଅକୁର ସ୍ଵାଇଁ ବିଲରେ କାମ କରୁଥିବା ବେଳେ ବାରାହା ଆକ୍ରମଣ କରିଥିଲା । ଫଳରେ ଅକୁର ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି
Read More...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗଳି ପଡ଼ିଥିବା ହାତୀ । ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିବା ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଗଳି ପଡିଥିଲା । ଚମ୍ପୁଆ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ପ୍ରକାଶ ପାଇଲା ମାଟ୍ରିକ ଫଳ

ଭୁବନେଶ୍ଵର : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଦିନ ୧୦ଟାରେ କଟକ ବଜ୍ରକବାଟି ରୋଡ୍‌ସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି ।
Read More...

ଫସ୍‌ଫେଟ୍‌ ଓ ପଟାସ୍‌ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି ଦରରେ ସଂଶୋଧନ ଏବଂ ନୂଆ ଦର ନିର୍ଦ୍ଧାରଣକୁ କ୍ୟାବିନେଟ…

ରବି ଋତୁ ୨୦୨୨-୨୩ (୦୧.୦୧.୨୦୨୩ ଠାରୁ ୩୧.୦୩.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ ଏବଂ ଖରିଫ ଋତୁ ୨୦୨୩ (୦୧.୦୪.୨୦୨୩ ଠାରୁ ୩୦.୦୯.୨୦୨୩ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ନିର୍ଦ୍ଧାରଣ କରାଗଲାଏହି ପଦକ୍ଷେପ ଯୋଗୁ
Read More...