Daily Archives

ପ୍ରସିଦ୍ଧ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋକଗୀତ ଓ ଲୋକନୃତ୍ୟରେ ଝୁମିଲେ ଦର୍ଶକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ ଚଳଚଂଚଳ ହୋଇଥିଲା ଦୀର୍ଘ ପାଂଚଦିନ ବ୍ୟାପୀ । ଗନ୍ଧମାର୍ଦ୍ଦନ ପାଦଦେଶରେ ସମବେତ ହୋଇଥିଲେ ହଜାର କଳାକାର । ଲୋକଗୀତ, ଲୋକନୃତ୍ୟରେ ଦୁଲୁକି ଉଠିଥିଲା ବିନ୍ଧ୍ୟବାସିନୀ
Read More...

ବରକାନୀଠାରେ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

୧୦୦ ଏକରରୁ ଅଧିକ ଚାଷ ଜମି ହେବ ଜଳସେଚିତ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ କିଛି ମାତ୍ରାରେ ଜଳସେଚନର ସ୍ଥିତି ବଢାଇବା ପାଇଁ ଅଞ୍ଚଳରେ ଯେତେ ସବୁ ପ୍ରାକୃତିକ ନାଳା ଅଛି ସେ ଉପରେ ଆମକୁ ଛୋଟ ଛୋଟ ଚେକ୍‌ ଡ୍ୟାମ ମାଧ୍ୟମରେ ପାଣି
Read More...

କନ୍ଧମାଳ ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ : ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ମାଓ ପୋଷ୍ଟର ଛାଡିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଦିନ ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ । ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ
Read More...

ବ୍ଲକସ୍ତରୀୟ ସରପଞ୍ଚ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ଗ୍ରାମ ପଞ୍ଚାୟତ ପରିସରରେ ସଭାନେତ୍ରୀ ଅର୍ପିତା ପଣ୍ଡାଙ୍କ ସଭାପତିତ୍ୱରେ ଗାଇସିଲେଟ ବ୍ଲକ ସରପଞ୍ଚ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ବ୍ଲକରେ କାର୍ଯ୍ୟରତ
Read More...

ହକ ଅଧିକାର ପାଇଁ ଲଢେଇ କଲେ ଯିବାକୁ ପଡୁଛି ଜେଲ : ଚାଷୀ ମହଲରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହକ ଅଧିକାର ପାଇଁ ଲଢେଇ କଲେ ଯିବାକୁ ପଡୁଛି ଜେଲ ବୋଲି ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ ପକ୍ଷରୁ କୁହାଯାଇଛି ଯେ, ବରଗଡ଼ ଜିଲ୍ଲାର ପଦ୍ମପୁର ତଥା ଅଣ ଜଳସେଚିତ ଅଞ୍ଚଳରେ ୨୦୨୦/୨୧ ଖରିଫ ଋତୁରେ ଅଭାବୀ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଦ୍ୱାରା ନିଶୁଳ୍କ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ଏବଂ ସ୍ଥାନୀୟ ନୃସିଂହ ମନ୍ଦିର ମହାରାଜ (ମୌର ସନ୍ୟାସୀ)ଙ୍କ ତତ୍ତ୍ୱାବଧାନରେ ୪ ଜଣ ବଟୁଙ୍କର ନିଶୁଳ୍କ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟନ କାର୍ଯ୍ୟକୁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ପଣ୍ଡିତ
Read More...

ଭତ୍ତା ବଣ୍ଟନ ପାଇଁ ଯାଉଥିବା ବେଳେ ଲୁଟ୍‌ ଉଦ୍ୟମ : ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦପଡ଼ାରେ ଭତ୍ତା ବଣ୍ଟନ ପାଇଁ ଯାଉଥିବା ବେଳେ ଲୁଟ୍‌ ଉଦ୍ୟମ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ମ୍ୟୁନିସିପାଲଟି କର୍ମଚାରୀ କଦମପଡ଼ାର ଜିତେନ୍ଦ୍ର ମହାନନ୍ଦ ଶନିବାର ସକାଳ ୮ଟାରେ ୩ ଲକ୍ଷ ୫୦ ହଜାର ଟଙ୍କା ନେଇ
Read More...

ମୁରିବାହାଲ ଥାନା ପାଖ ଘରୁ ଚୋରି ଅଭିଯୋଗ

ନଗଦ ୧ ଲକ୍ଷ ଟଙ୍କା, ୨ଟି ମୋବାଇଲ, ସୁନା ଓ ରୁପା ଚୋରି କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ମୁରିବାହାଲ ଥାନା ପାଖ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାଠାରୁ ମାତ୍ର ୫ ଶହ ମିଟର ଦୂର ଷ୍ଟେସନପଡାର ମୁରଲୀ ବାଗଙ୍କ ଘର ଓ
Read More...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବା ସହିତ ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ ,
Read More...

ଜଳଛତ୍ର ଓ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମର ଦୈନନ୍ଦିନ ଜୀବନ ଅତିଷ୍ଠ । ପଥଚାରୀମାନେ ରାସ୍ତାରେ ଦହି ପାଣି ଗ୍ଲାସଟିଏ ପାଇଲେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ଚକାବର
Read More...