Daily Archives

ଭାରତୀୟ ବାୟୁ ସେନା ସି-୧୭ ବିମାନ ମାଧ୍ୟମରେ ସୁଦାନରୁ ସାମରିକ ଉଦ୍ଧାର ଅଭିଯାନ ଅନ୍ତର୍ଗତ ପ୍ରାୟ ୨୪ ଘଣ୍ଟାର…

ନୂଆଦିଲ୍ଲୀ, (ପିଆଇବି) : ୦୩ - ୦୪ ମେ' ୨୩ର ମଧ୍ୟରାତ୍ରିରେ, ହିନ୍ଦାନରୁ ବିମାନ ଚଳାଚଳ କରୁଥିବା ଏକ ଭାରତୀୟ ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନ ରାତିସାରା ଉଡ଼ାଣ କରି ସାଉଦି ଆରବର ଜେଦାଠାରେ ଅବତରଣ କରିବାକୁ ଯାଇଥିଲା । ଏହି ବିମାନଟି ଯୁଦ୍ଧ ପ୍ରପୀଡ଼ିତ ସୁଦାନ ଦେଇ ଭାରତକୁ ଫେରିବା
Read More...

ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଅବହେଳିତ ପବିତ୍ର ବୈଶାଖ ମେଳା

ସୁଶାନ୍ତ ମିଶ୍ର ଗନ୍ଧଗିରିରେ ମୂଷିକ ଦୈତ୍ୟର ଆତ୍ମଗୋପନ ଓ ଭଗବାନ ମାର୍ଜାର-କେଶରୀ ବେଶରେ ଛକି ବସିବାର ଅନ୍ତରାଳରେ ସଚେତନତା ସତ୍ୟ, ଶାନ୍ତି ଓ ବିଜୟ ବାର୍ତ୍ତାର ବୈଜୟନ୍ତୀ ଉଡାଇ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୂଙ୍କ ଜନ୍ମୋତ୍ସବ ବୈଶାଖ ମେଳା-୨୦୨୩ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି ।
Read More...

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର

କଳାହାଣ୍ଡି (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମିଶନ ଶକ୍ତି ଗୃହଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ
Read More...

ବୁଲିବାକୁ ବାହାରକୁ ଯାଇଥିଲେ : ରାତାରାତି ପୁରା ଘର ସଫା କରିଦେଲେ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ବଲାଙ୍ଗିର ଜିଲ୍ଲା ସବୁ ସମୟରେ ଚର୍ଚ୍ଚିତ ରହିଥାଏ । ଗତ କିଛି ମାସ ତଳେ ବଲାଙ୍ଗିର ଜିଲ୍ଲାରେ ଏତେ ପରିମାଣରେ କ୍ରାଇମ ବଢିଯାଇଥିଲା । ଲୋକେ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । ଏହାକୁ ନେଇ ବୁଦ୍ଧିଜୀବୀ ତାତିବା ପରେ ଖୋଦ ଏସ୍‌ପି ଗୋଟି
Read More...

ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ସନ୍ଥକବି ଭୋଇଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା/ଭବାନୀପାଟଣା, (ହୁଲେଶ୍ୱର ହଂସ) : ବୈଶାଖ ତ୍ରୟୋଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭବାନୀପାଟଣା ଗୋଦାମପଡା ମହିମା ଆଶ୍ରମଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ସହ ବ୍ରହ୍ମ ଅବଧୂତ ସିଦ୍ଧ ରତ୍ନମଣି ବାବା ଓ ସନ୍ଥ କବି ମାହାତ୍ମ୍ୟ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
Read More...

ଭରସୁଜାରେ ନିର୍ମିତ ହେଉଥିବା ଗାର୍ଡୱାଲ କାମ ନିମ୍ନମାନର ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମ ପଂଚାୟତରୁ ଆଗଲପୁର ଯିବା ପିଡବ୍ଲୁଡି ରାସ୍ତା ମଧ୍ୟରେ ଥିବା ବାହାଲ ଜମି ପାର୍ଶ୍ୱରେ ନିର୍ମିତ ଗାର୍ଡୱାଲ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ଉକ୍ତ କାମଟି ୧୦୦ମିଟର ଲମ୍ବ
Read More...

ବଂଶାନୁକ୍ରମିକ ରାସ୍ତାକୁ ବନ୍ଦ କରିଦେଲେ ସର୍ମ୍ପକୀୟ ଭାଇ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଭୋଇପାଲିର ସାହୁ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଭୋଇପାଲିର ସାହୁ ପରିବାରର ଲାଲ ବିହାରି ସାହୁ ଓ କିଶୋର ସାହୁ । ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ସହ କହିଛନ୍ତି ଯେ, ଗତ ରବିବାର ଦିନ ରାତି ୦୯.୩୦ ମିନିଟ୍‌ରେ ତାଙ୍କ ସଂପର୍କୀୟ
Read More...

ମହୁଲପାଲିରେ ଷୋହଳ ପ୍ରହରୀ ନାମଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁ ଶିବାନଗର ଠାରେ ୬ଷ୍ଠ ଥର ପାଇଁ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖରେ ଶତାଧିକ ମହିଳା ନାମ ସଂକୀର୍ତ୍ତନ୍ୟ ସହ ନିକଟସ୍ଥ ବୁଢ଼ୀବନ୍ଧରୁ ପାଣି ଉଠାଇ ଏକ ବିରାଟ କଳସ ଯାତ୍ରାରେ ଗ୍ରାମ ପରିକ୍ରମା
Read More...

ମେଲଛାମୁଣ୍ଡା ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ : ୧ ମାସ ଭିତରେ ପୃଥକ୍ ପୃଥକ୍ ପାଞ୍ଚୋଟି ସ୍ଥାନରେ ଚୋରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ଏକ ମାସ ଭିତରେ ପୃଥକ୍ ପୃଥକ୍ ପାଞ୍ଚଟି ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରି ହୋଇଛି । ଯଥା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଆଲମାରୀ ଭାଙ୍ଗି ଚୋରି ଉଦ୍ୟମ, ଜାମୁଟପାଲି ପ୍ରାଥମିକ
Read More...

ଶୋଇଛି ବଲାଙ୍ଗିର ପୁଲିସ, ଚେଇଁଛି ଚୋର : ପେଲେସ ଲାଇନରୁ ୧୦ରୁ ୧୧ ଭରି ସୁନା ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚୋରି, ରାହାଜାନୀ, ଡକାୟତି ଭଳି ମାମଲା ପ୍ରତିଦିନ ଘଟୁଥିବା ବେଳେ କୌଣସି ଏକ କାମରେ ବଲାଙ୍ଗିର ସହରରେ ରହୁଥିବା ପେଲେସ ଲାଇନ ନିକଟ ଏମ୍ସ ସ୍କୁଲ ସାମ୍ନା ଗଳିରେ ରହୁଥିବା ଡା. ଉଚ୍ଛବ ରଣା ନିଜ ଗାଁ କୁମ୍ଭାରୀକୁ ଯାଇଥିବା ସମୟରେ ତାଙ୍କ ଘରୁ ଗତ
Read More...