Daily Archives

କେବୁଲ ସର୍ଟସାର୍କିଟ ଯୋଗୁଁ ଅଳ୍ପକେ ବର୍ତ୍ତିଲା ଶହ ଶହ ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଖଦାଲପଡାରେ ଥିବା ସୁରୁଚି ମାର୍କେଟ କମ୍‌ପ୍ଲେକ୍ସଠାରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଏକ ଇଲେକ୍ଟ୍ରି ପୋଲରୁ ଅନ୍ୟ ଏକ ଇଲେକ୍ଟ୍ରି ପୋଲ ମଧ୍ୟରେ ଥିବା ବିଦ୍ୟୁତ କେବୁଲ ଛିଣ୍ଡି ତଳେ ପଡି ସର୍ଟସାର୍କିଟ ହୋଇଥିବା ଦେଖିବାକୁ ମିଳିଛି । ଏହି
Read More...

ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମର ମନୋହର ସାହୁ(୬୩) ଜଣେ ଯୋଗ୍ୟ ହିତାଧିକାରୀ ଅଟନ୍ତି । ଆଜକୁ ୬ ମାସ ହେଲାଣି ମଧୁବାବୁ ପେନସନ୍‌ ଭତ୍ତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଭତ୍ତା ପାଇ ପାରି
Read More...

ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇଁତଲା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

ଲାଠିକଟା ପାଇଁ ଗୌରବ ଆଣିଲେ ଯଶୋଧାରା

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦ୍ଵାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ଲାଠିକଟା ଏସବିଆଇ କଲୋନୀ ନିବାସୀ ଝସକେତନ ନାୟକ ଏବଂ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯଶୋଧାରା ନାୟକ ୯୫% ମାର୍କ ରଖି
Read More...

ଛତ୍ରପୁର ରେଳ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରେଳ ଷ୍ଟେସନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁଦେହ ମିଳିଛି । ଏକ ଗାମୁଛାରେ ତାଙ୍କର ବେକ ଝୁଲି ରହିଛି । କିନ୍ତୁ ତାଙ୍କର ଦୁଇଟି ଗୋଡ଼ ତଳେ ଲାଗି ରହିଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ପ୍ରଶ୍ନବାଚୀ
Read More...

ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ହାଇସ୍କୁଲ୍ ଖେଳ ପଡିଆରେ ଲାଗିଛି ଆମ୍ବ ମେଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ଼ କୃଷି ବିଭାଗ ଓ ଓରମାସ ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଶା ଅନୁଷ୍ଠାନ ଟିଟିଲାଗଡ଼ ଦ୍ଵାରା ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଆମ୍ବ ମେଳା ଆୟୋଜନ କରାଯାଇଛି । ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ
Read More...

ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ନାମଯଜ୍ଞରେ ଯୋଗ ଦେଇଛନ୍ତି ବିଧାୟକ ନରସିଂହ ମିଶ୍ର । ଆଜି ଅପରାହ୍ଣ ୩ଟା ସମୟରୁ ଶାନ୍ତିପଡାରେ ଆୟୋଜିତ ହେଉଥିବା ଷୋହଳ ପ୍ରହର ନାମଯଜ୍ଞରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଯଜ୍ଞ ରୋଲି ବାନ୍ଧିବା ସହ ବିଭୁ ଆଶୀର୍ବାଦ ଗ୍ରହଣ
Read More...

ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି (ମେ ୧୬) ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ ପ୍ରତିଷ୍ଠାନରେ ନୂଆ କରି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମେ ୧୬ତାରିଖ) ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ
Read More...

ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀ କଲେ ଆତ୍ମହତ୍ୟା

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଦାବୀରି ଗାଁର ଉଭୟେ ସ୍ୱାମୀ ସ୍ତ୍ରୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦାବିରୀ ଗାଁର ଗୋଧନ ମଲ୍ଲିକ(୪୫) ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା
Read More...

ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଜୋର୍‌ସୋର୍‌ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଜୋର୍‌ସୋର୍‌ ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ନଗର ଉନ୍ନୟନ ବିଭାଗର ତଦନ୍ତକାରୀ ଟିମ୍‌ ତଦନ୍ତ
Read More...