Daily Archives

ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କୁ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଦ୍ୱାଦଶାହ ଅବସରରେ ଆଜି ତାଙ୍କର ବାସଭବନ ବାଦିକଟା ଗ୍ରାମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ସାହୁଙ୍କ
Read More...

ପଛୁଆବର୍ଗ ସର୍ଭେ ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲେ ଓବିସି ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ତଥା ସର୍ଭେ ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ହିତାଂଶୁ ଶେଖର ସାମଲଙ୍କୁ ଭେଟି ପଛୁଆବର୍ଗ ପାଇଁ
Read More...

ଦେଓଗାଁରେ ଜବରଦଖଲ ଉଚ୍ଛେଦ : ଜେସିବି ଲଗାଇ ଘର ଭାଙ୍ଗିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ରୁ ଦେଓଗାଁ ବସ୍ତି ଦେଇ ଯାଇଥିବା ଦେଓଗାଁ-ଆଠଗାଁ ପୂର୍ତ୍ତ ରାସ୍ତା କଡ଼ରେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ ଜାଗାକୁ ଜେସିବି ଲଗାଇ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି
Read More...

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ଆଭାସୀ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଲା । ଆଭାସୀ ମାଧ୍ୟମରେ ଗୁରୁବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ
Read More...

ମହିଳାଙ୍କ ବେକରୁ ଚେନ୍‌ ଲୁଟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗାଇସିଲେଟ ରୋଡ଼ କଲ୍ୟାଣ ମଣ୍ଡପ ସମ୍ମୁଖରେ ବାଇକ ପଛପଟେ ବସିଥିବା ମହିଳାଙ୍କ ବେକରୁ ଦୁଇଟି ଚେନ ଲୁଟ ହୋଇତିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସନ୍ଧ୍ୟା ୫ଟା ୩୦ ସମୟରେ ଗାଇସିଲେଟ ପଟରୁ ପଦ୍ମପୁର ପଟକୁ ଆସୁଥିବା କବିବରପୁର ଗାଁର ଦମ୍ପତି
Read More...

କଣ୍ଟାବାଞ୍ଜି ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ : ୧ ଗିରଫ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଅନ୍ତର୍ଗତ ଅବକାରୀ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁଷୁଲାଡ ଗାଁର ମନୋରଞ୍ଜନ ଯୋଷୀଙ୍କ ଘରୁ ୨୪ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମନୋରଞ୍ଜନ ଯୋଷୀଙ୍କୁ ଗିରଫ କରାଯାଇଛି । ଏହି
Read More...

ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଏବଂ ଲୋଇସିଂହା ରେଞ୍ଜର କର୍ମଚାରୀମାନେ ମିଳିତ ଭାବେ ଗତକାଲି ବାଗପାଲି ଗ୍ରାମ ଏବଂ ବାଞ୍ଜିପାଲି ଗ୍ରାମରେ ଚଢାଉ କରିଛନ୍ତି । ଉଭୟ ସ୍ଥାନରେ ଚଢାଉ ବେଳେ ଦଳ ପକ୍ଷରୁ ଶାଗୁଆନ ସାଇଜ୍- ୩୫ଟି, ଶାଲ୍ ସାଇଜ୍- ୨୮ଟି, ମିସ୍ ସାଇଜ୍-୪୧ଖଣ୍ଡ, ଶାଗୁଆନ
Read More...

ନୂଆପଡ଼ା ନିବାସୀ ଶତାୟୁ ମହିଳା ସାଧବାଣୀ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ସାଧବାଣୀ ଦାସଙ୍କ ୧୦୪ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ମୃତ୍ୟୁ ସମୟରେ ଦାସ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ତାଙ୍କର ସାନ ଦିଅର
Read More...

ବହୁତ ଦିନର ସ୍ବପ୍ନ ସାକାର ହେଲା : ଆଗଲପୁର ଠାରୁ ଚାଲିବ ବସ୍‌

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାର ଏକ ବ୍ଲକ ହେଉଛି ଆଗଲପୁର ଯାହାକି ବଲାଙ୍ଗିର ସଦରଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ । ସ୍ୱାଧୀନତା ପରଠାରୁ ଏକ ଅନୁନ୍ନତ ବ୍ଲକ ରୂପେ ପରିଚିତ ହୋଇଆସୁଥିଲା । ଓଡିଶାରେ ବିଜେଡି ସରକାର ଗଠନ ପରଠାରୁ ବହୁ ଦିନର ସ୍ବପ୍ନ ସାକାର
Read More...

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ କଟକ ଜିଲ୍ଲା ତେଲେଙ୍ଗାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।
Read More...