Daily Archives

୧୪ ଦିନ ପରେ ଦୁବାଇରୁ ଗଞ୍ଜାମକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଶବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଅଞ୍ଚଳର ଜଣେ ୫୦ବର୍ଷୀୟ ଯୁବକ ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସୁଦୂର ଦୁବାଇ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଯୁବକ ଜଣକ ହେଲେ ମର୍ଦ୍ଧକୋଟ ଛକ ସାହିର ଧ୍ରୁବ ଚରଣ ବରାଡ଼ ବୋଲି
Read More...

ମହିଳା ଚାଷୀମାନଙ୍କୁ ଅମୃତଭଣ୍ଡା ଚାରା ବଣ୍ଟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମର ଉତ୍ପାଦକ ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବାସୁଦେବ ପଣ୍ଡା ଫାଉଣ୍ଡେସନ ଓ ସଷ୍ଟେନେବଲ ଗ୍ରୀନ୍ ଇନିସେଟିଭର ସହଯୋଗରେ ଶ୍ରମିକ ଶକ୍ତି ସଂଘ ଦ୍ୱାରା ୬୦,୦୦୦
Read More...

ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ଦିନିକିଆ ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳକୁ ଦିନିକିଆ ଗସ୍ତ କରିଛନ୍ତି ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବଳରାମ ସିଂ ଯାଦବ । ସେ ବ୍ଲକର କୁଣ୍ଡାବୁଟୁଲା ପଞ୍ଚାୟତ
Read More...

ଚ୍ୟାମ୍ବର ଅଫ୍ କମର୍ସର ସଂପାଦକଙ୍କ ଭାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲଙ୍କ ବଡଭାଇ ରଞ୍ଜନ କୟାଲଙ୍କ ୭୨ବର୍ଷ ବୟସରେ ସିଭିଲଟାଉନସିପ ସ୍ୱବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ କୟାଲ ୭୦ଦଶକରେ ରାଉରକେଲା ଆସିଥବା ବେଳେ ୧୯୭୫ ମସିହାରେ ଷ୍ଟିଲ କାରବାରରେ ଜଡିତ ଥିଲେ ।
Read More...

ସାହିତ୍ୟ, ସମାଜ ଓ ସଂସ୍କୃତିର ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମସ୍ତଙ୍କର ହିତ ସାଧନ କରିବା ସହିତ ସମାଜ ଓ ସଂସ୍କୃତିର ରକ୍ଷା କବଚ ସାଜିଥାଏ । ଏହା ଥିଲା ଜ୍ଞାନ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ଅଭିଭାଷଣ । ମୁଖ୍ୟ ଅତିଥି ତଥା ଉଦ୍‌ଘାଟନ
Read More...

ପିପି ଏକାଡେମୀ ସ୍କୁଲରେ କରାଟେ ଓ ଟାଇକଣ୍ଡୋ ସମର କ୍ୟାମ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅସୀମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ପିପି ଏକାଡେମୀ ହାଇସ୍କୁଲ ପରିସରରେ ସମର କ୍ୟାମ୍ପର ଶୁଭାରମ୍ଭ ହୋଇଯାଇଛି । କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମର କ୍ୟାମ୍ପରେ ମୁଖ୍ୟ ଅତିଥି ରୂପେ
Read More...

ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଦିନିଆ ଜୀବନ ଶିକ୍ଷା ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ କୌଶଳ, ଜୀବନର ଲକ୍ଷ୍ୟ ସ୍ଥିର ତଥା ଆତ୍ମାବିଶ୍ୱାସ ବଢାଇବା ଉଦ୍ଦେଶ୍ୟରେ ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଓଏସିଏସ୍ ଅଭିଯାନ ତରଫରୁ ଏକ ଦୁଇ ଦିନିଆ ତାଲିମ ଶିବିର ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଧର୍ମ
Read More...

ପ୍ରାଚୀର ପତ୍ରିକା “ନୈବେଦ୍ୟ” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ୩ ତାରିଖଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରର ନବମ ଦିବସରେ ଅଦ୍ୟ ଦିନ ୧୧ ମଇ ପୂର୍ବାହ୍ନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପ୍ରାଚୀର ପତ୍ରିକା ନୈବେଦ୍ୟର
Read More...

ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଛକଠାରେ ଆଜି ସକାଳ ୮ ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଡ୍ରାଇଭର ସହ ସାତଜଣ ଯାତ୍ରୀ । ସୂଚନା ଅନୁଯାୟୀ କଣ୍ଟାବାଞ୍ଜିର ସଚୀନ ଜିନ୍ଦଲ ତାଙ୍କ ପରିବାର ସହ ଗୋଟିଏ ମାରୁତି
Read More...

‘ଖରା’ ଚଳଚ୍ଚିତ୍ର ପାଇଁ ଟିଟିଲାଗଡ଼ର ଯୁଗଳ ସାହୁ ପାଇଲେ ଦାଦା ସାହେବ ଫାଲକେ ଆୱାର୍ଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରୁ କଳା ସଂସ୍କୃତି କ୍ଷେତ୍ରରେ ଅନେକ ପ୍ରତିଭା ଉଦୟମାନ ହୋଇଛନ୍ତି । ଯାହା କି ରାଜ୍ୟ ତଥା ଦେଶରେ ଖ୍ୟାତନାମା ମଧ୍ୟ ଅର୍ଜନ କରିଛନ୍ତି । କିଛି ଦିନ ତଳେ ମୁମ୍ବାଇଠାରେ ମହାରାଷ୍ଟ୍ର ଇଣ୍ଟର ନ୍ୟାସନାଲ୍‌ ଫିଲ୍ମ
Read More...