Daily Archives

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା – ୨.୦କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ
Read More...

ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୟୁଡ଼ିଏସପୁର ପଂଚାୟତ ଗସ୍ତ କରି ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମଠାରେ ୫ଟି
Read More...

ବଲାଙ୍ଗିରରେ ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ପୌର ପରିଷଦର
Read More...

ଚାଉଳ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଏସ୍‌ ଚାଉଳ ଦୁର୍ନୀତି ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚା ଗର୍ଜନ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାର ତୁରନ୍ତ ତଦନ୍ତ
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ଼ ସଫଳତା : ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ମ୍ୟାକ୍ସ ପିକଅପ୍ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ୧୩୫ ଖଣ୍ଡ ଶାଳ କାଠ ଭର୍ତ୍ତି ଏକ ମ୍ୟାକ୍ସ ପିକଅପ୍ ଜବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରାଯାଇଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୦୪ଟା ୪୫ରେ ଦେଓଗାଁ ପୋଲିସ୍ କର୍ମଚାରୀଙ୍କ ସହ ରାତିରେ
Read More...

କରଙ୍ଗାକଁଟା ବନ୍ଧର ପୁନଃଉଦ୍ଧାର ନକଲେ ଚରମ ପଦକ୍ଷେପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରଙ୍ଗାକଁଟା ବନ୍ଧ ବଲାଙ୍ଗିରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । ସମୟ ଥିଲା ଲୋକେ ଏଠାକାର ପାଣି ପିଇବା ପାଇଁ ବ୍ୟବହାର କରୁଥିଲେ । ଆଜିର କରଙ୍ଗାକଁଟାକୁ ଦେଖିଲେ ତାହା ଅନ୍ୟ କେଉଁ ଯୁଗର କାହାଣୀ ଭଳି ମନେହୁଏ । ଏ ବନ୍ଧର ପାଣି ଆଜି ମଣିଷ ପିଇବା ତ
Read More...

ତୁଷୁରାର ନମିତାରାଣୀ ଭୋଇ ପାଇଲେ ଓଇଏସ୍

ତୁଷୁରା, (କେପିଏନ୍‌ଏସ୍‌) : ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ୍ (ଓପିଏସ୍‌ସି) ମାଧ୍ୟମରେ ଅନୁଷ୍ଠିତ ଓଡିଶା ଏଜୁକେସନ୍ ସର୍ଭିସ୍ (ଓଇଏସ୍)ର ସାକ୍ଷାତକାରର ଫଳ ଗତ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ତୁଷୁରାର ସୁଶ୍ରୀ ନମିତାରାଣୀ ଭୋଇ ୧୪୪ ନଂ ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗୁଡଭେଲା ବ୍ଲକ୍
Read More...

ଚାଉଲ ବୋଝେଇ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

କଂଟାବାଂଜି, (ଗୁରୁଦାୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟସ୍ଥ ସତନାମିପଡା ନିକଟରେ ବୁଧବାର ଅପରାହ୍ନ ସାଢେ ଚାରଟା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଚାପାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଂଟାବାଂଜି
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଟିଟିଲାଗଡ଼ ଟାଙ୍ଗରପଡା ବିସ୍ଥାପିତଙ୍କୁ ପ୍ରଶାସନ ଦେଲା ସହାୟତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିବା ପରେ ଓଭର ବ୍ରିଜ ନିକଟସ୍ଥ ଚିହ୍ନଟ ହୋଇଥିବା ସ୍ଥାନକୁ ପୌର ପରିଷଦ ପକ୍ଷରୁ ପ୍ରଶାସନର ସହାୟତାରେ ସୋମବାର ଦିନ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।
Read More...

ସାନ ଆର୍ଯ୍ୟପଲ୍ଲୀ ଐତିହାସିକ ଠାକୁରାଣୀଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଐତିହାସିକ ଯାତ୍ରା ଦୀର୍ଘ ର୍ବର୍ଷ ପରେ
Read More...