ଚାଉଳ ଦୁର୍ନୀତି ବିରୁଦ୍ଧରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଡିଏସ୍‌ ଚାଉଳ ଦୁର୍ନୀତି ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚା ଗର୍ଜନ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୩ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଘଟଣାର ତୁରନ୍ତ ତଦନ୍ତ କରି ଦୁର୍ନୀତିରେ ଲିପ୍ତ ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ କରିବା, ଗୋଟିଏ ଡିଲରକୁ ମାତ୍ର ଗୋଟିଏ ୱାର୍ଡ ବଣ୍ଟନ ଦାୟିତ୍ୱ ଓ ବଡ ୱାର୍ଡମାନଙ୍କରେ ଜନସୁବିଧା ପାଇଁ ଦୁଇ ତିନି ଜଣଙ୍କୁ ବଣ୍ଟନ ଦାୟିତ୍ୱ ଦେବା ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

thirteen − five =