Daily Archives

ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମାଜରେ ପରସ୍ପରକୁ ସାହାଯ୍ୟ ସହଯୋଗ, ଶାନ୍ତି, ମୈତ୍ରୀ, ସୌହାର୍ଦ୍ଧ ବାଣ୍ଟିବା ପାଇଁ ବିଶିଷ୍ଠ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରାୟସ ୨୦୧୩ ମସିହା ମେ' ୧୭ ତାରିଖରେ ଆରମ୍ଭ
Read More...

ଆପୋସ ସମ୍ପର୍କ ସ୍ଥାପନ କରିବାରେ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୀନାକ୍ଷୀ ଲେଖୀ

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧିବ୍ୟାପକ ବିଚାର ବିମର୍ଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଜି ଉଦଯାପିତ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀର ଚାରିଦିନିଆ ବୈଠକ ଭୁବନେଶ୍ୱର, (ପିଆଇବି) :
Read More...

ମ.ରାମପୁରଠାରେ ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟ ସ୍ଥିତ ସେବା ଜଗତ ଆଦିବାସୀ ତାଲିମ କେନ୍ଦ୍ରରେ ଆଜି ୧୦ତମ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ସମାରୋହ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ଜିଲ୍ଲାର ସାଂସଦ
Read More...

ଓଇଏସ୍‌ ପରୀକ୍ଷାରେ ରାଜସ୍ୱ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ଅଳାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌)ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବାପା ପୂର୍ଣ୍ଣଚନ୍ଦ୍ର ନାଗ ଓ ମାତା ପୁଷ୍ପଲତା ନାଗଙ୍କ ଝିଅ ହେଉଛନ୍ତି ଲକ୍ଷ୍ମୀ । ସେ ବର୍ତ୍ତମାନ ମଦନପୁର ରାମପୁର
Read More...

ଚାଉଳ ବୋଝେଇ ଟ୍ରକ୍‌ ଧକ୍କାରେ ଯୁବକ ମୃତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଚାଉଳ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାରେ ରହିଥିବା ରେଳ ଫାଟକରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତକ ଜଣକ କଣ୍ଟାବାଞ୍ଜି ନିବାସୀ ଦୂତୀକୃଷ୍ଣ
Read More...

ଟିଟିଲାଗଡ଼ ବ୍ଲକ ଚାଣ୍ଟିପଲା ଗ୍ରାମରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ତଥା ଶିଶୁ ସାହିତ୍ୟକ ବୃନ୍ଦାବନ କୁମ୍ଭାର ପିଲାଙ୍କ ନିମନ୍ତେ ଭ୍ରାମ୍ୟମାଣ ପାଠାଗାର ଦୀର୍ଘ ବର୍ଷ ହେଲା ଆୟୋଜନ କରିଆସୁଛନ୍ତି । ଶ୍ରୀ କୁମ୍ଭାର ବିଭିନ୍ନ ବିଷୟରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଏହି ପାଠାଗାର
Read More...

ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ୍‌ ହୋଇ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଗତ ୧୨ ତାରିଖ ଦିନ
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)
Read More...

ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର ବିନାଶ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିବାଦ ମାନବ ସମାଜରେ ଏକ ବ୍ୟାଧି । ଏହା ସମାଜରେ ରହିଥିବା ପର୍ଯ୍ୟନ୍ତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପରିକଳ୍ପନା କରାଯାଇ ନପାରେ । ମାନବବାଦର ବିକାଶ ହେଲେ ଜାତିବାଦକୁ ଦୂର କରିହେବ । ତେଣୁ ମାନସିକତାରେ ପରିବର୍ତ୍ତନ ଓ ସଂସ୍କାରିତ ହେଲେ ଜାତିବାଦର
Read More...

ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ବିପିଏମ୍‌, ବିଏଲ୍‌ସି, ଏସ୍‌ଡିସି, ଏକାଉଣ୍ଟଟେଣ୍ଡମାନଙ୍କୁ ନେଇ ଗଠନ କରାଯାଇଥିବା ଓଡିଶା ମିଶନ ଶକ୍ତି କର୍ମଚାରୀ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାୟୀ ସଭାପତି ପ୍ରଭାତ କୁମାର
Read More...