Daily Archives

ବିଟ୍ଟୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ଗେଟ୍‌ସରୋବରପଡ଼ାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ହତ୍ୟାକାରୀମାନଙ୍କୁ ଗିରଫ୍‌ କରିବା ସହ ବଲାଙ୍ଗିର ସହରରେ ବେଆଇନ କଫ୍‌ ସିରପ୍‌ ତଥା ନିଶା କାରବାର ବନ୍ଦ କରିବା ଦାବୀରେ ଆଜି ଗେଟ୍‌ସରୋବରପଡ଼ାର ଜନସାଧାରଣ ବଲାଙ୍ଗିର ଟାଉନ୍‌ ଥାନା ଘେରାଓ କରିଥିବା ଦେଖିବାକୁ ମିଳିଛି
Read More...

ନରସିଂହଙ୍କ ପ୍ରସ୍ତାବିତ ବିଭିନ୍ନ ଗ୍ରାମ୍ୟ ରାସ୍ତା ହେଲା ଅନୁମୋଦନ

ଉନ୍ନତ ଗମନା ଗମନ ଲୋକଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦନ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନିଜ
Read More...

ଚକନିପଦର ଗାଁରେ ପାଣି ଚିନ୍ତା : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକଙ୍କୁ ମିଳିଲା ପାଣି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଦୀର୍ଘ ବର୍ଷ ହେବ ପାଣି ସମସ୍ୟାକୁ ନେଇ ଗତ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ
Read More...

ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ ଜନ କଲ୍ୟାଣ
Read More...

ଜିପିଏଲ୍ ସେସନ୍ – ୩ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଟ୍ରଫି ଫାଇଟର୍ ବିଜୟୀ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଗଣ୍ତାବାହାଲିଠାରେ ଗଣ୍ତାବାହାଲି ଯୁବକମାନଙ୍କୁ ନେଇ ଜିପିଏଲ୍ ସେସନ୍ - ୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ରୋଏଲ୍ ଷ୍ଟାଇକର୍ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୋଏଲ୍
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ୍‌ଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଞ୍ଚଳ
Read More...

ସାଲେଭଟାରେ ସୂର୍ଯ୍ୟଙ୍କ ଶୂନ୍ୟ ଛାୟାର ଖେଳ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାଠାରେ ଜିରୋ ସେଡୋ ଡେ' ସୂର୍ଯ୍ୟଙ୍କ ଶୂନ୍ୟଛାୟାର ବିରଳ ଦୃଶ୍ୟ ଦୃଶ୍ୟମାନ ହୋଇଛି । ଡୁଡୁକା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ନିଜ ଘରେ ପରୀକ୍ଷଣ କରିଥିବା ଦେଖାଯାଇଛି ।
Read More...

ସୁବର୍ଣ୍ଣପୁର ଜିଲ୍ଲା ନୂତନ ଶିଶୁ ମଙ୍ଗଳ କମିଟି ମନୋନୀତ

ଶଙ୍କର୍ଷଣ ପଣ୍ଡା ହେଲେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୧୦୪୭୮ ତା. ୨୩/୦୫/୨୩ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସହିତ ବାଲେଶ୍ୱର, ନୟାଗଡ ଓ ଦେବଗଡ଼ ଜିଲ୍ଲାର ଶିଶୁ ମଙ୍ଗଳ କମିଟିର
Read More...

ବିଜେପିର ମଣ୍ଡଳସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମଣ୍ଡଳସ୍ତରୀୟ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନର ଉପଲବ୍ଧିକୁ ନେଇ ମଇ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ବିଜେପି
Read More...

ପଥରରେ ଛେଚି ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ : ପାରିଶ୍ରମିକ ଟଙ୍କା ମାଗିବାରୁ ହତ୍ୟା, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ (୨୯)ଙ୍କୁ ଗତ ୨୧ ତାରିଖ ରାତ୍ରିରେ ପଥରରେ ଛେଚି ହତ୍ୟା କରିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ଏଥିରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସଇଁତଲା
Read More...