Daily Archives

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଅସହାୟ ହୋଇଛନ୍ତି ତିନି ପୁଅର ମା’

ନୂଆପଡା, (ନିରାକାର ମେହେର) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବଡ଼ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆଁ ପୁଅକୁ ବ୍ରେନ ଟ୍ୟୁମର । ମୁଠାଏ ଖାଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ସାହା ହେବାକୁ କେହିନାହିଁ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର
Read More...

ରାଉରକେଲାରେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଚିନ୍ତାଧାରାରୁ ସୃଷ୍ଟି ଆର୍ଟ ଅଫ୍‌ ଗିଭିଙ୍ଗ ଡେ' କେବଳ ଓଡ଼ିଶାରେ ନୁହେଁ ମେ' ୧୭ ତାରିଖରେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଆର୍ଟ ଗିଭିଙ୍ଗ୍‌ ଡେ' ପାଳନ କରାଯିବା ସହ ଚଳିତ ବର୍ଷର ଥିମ୍
Read More...

ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା…

ତୁଷୁରା ଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶିତଳୀକରଣ ପ୍ଳାଣ୍ଟ ର ଶୁଭ ଉଦଘାଟନଟିଟିଲାଗଡ ସହର ସୁରକ୍ଷା ନିମନ୍ତେ ସିସିଟିଭି କ୍ୟାମେରା ସିଷ୍ଟମ ଓ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି
Read More...

ନବମ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ମନମୋହିଲା ଝାରଖଣ୍ଡର ଛଉ ଓ ପଶ୍ଚିମବଙ୍ଗ ପୁର୍ଲିଆର ଝୁମେର ନୃତ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନ ସ୍ଥଳୀରେ ୪ ଦିନ ଧରି ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଥିଲା ଦ୍ୱିତୀୟ ସନ୍ଧ୍ୟା ।
Read More...

ଶାନ୍ତିପଡାରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ସମ୍ମୁଖରେ ନୂତନ ଭାବେ ନିର୍ମିତ ପ୍ରହରୀ ମଣ୍ଡପ ପରିସରରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ସଧବା ନାରୀମାନେ ବଡି ଭୋର୍‌ରୁ ଉଠି ପୂଜା
Read More...

ସରପଞ୍ଚମାନଙ୍କ ଗୁହାରି ଶୁଣିଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କିଛି ଦିନ ତଳେ ଗାଇସିଲେଟ ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ୧୦ ଦଫା ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ କିଛି ବିଭାଗୀୟ
Read More...

ବେଲଖଣ୍ଡିରେ ୫ଟି ସଚିବ ଭି. କେ. ପାଣ୍ଡିଆନ

ମନ୍ଦିରର ଉନ୍ନତୀକରଣ ହେବ : ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ
Read More...

ଜାଗୃତି ଚେରିଟେବଲ ଫାଉଣ୍ଡେସନ ତରଫରୁ ଦହି ପଣା ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ଆଜି ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । ଏହାକୁ ପାଥେୟ କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ଯୁବକମାନଙ୍କ ଉଦ୍ୟମରେ ଗଠିତ ଜାଗୃତି ଚେରିଟେବଲ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଅବସରରେ
Read More...

ଟିଟିଲାଗଡ ଥାନା ସମ୍ମୁଖରେ ସିସିଟିଭି କ୍ୟାମେରା ଓ ହାଟପଦାପଡା କଲ୍ୟାଣ ମଣ୍ଡପର କରାଗଲା ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିର ସନ୍ତାନ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ବହୁ ଦିନର ଆଶା ତଥା ସ୍ୱପ୍ନ ପୂରଣ ହେବାକୁ ଯାଉଛି । ସେ ଦେଇଥିବା ପ୍ରତିଶୃତିର ପ୍ରଥମ ପାହାଚ ଯାହାକି ନିଜ
Read More...

ପାଇଲଟ ପ୍ରୋଜେକ୍ଟରେ ସୁନାପୁର ବେଳାଭୂମି : ଜୁରୀ କେନ୍ଦ୍ରୀୟ ପ୍ରତିନିଧି

• ଭାରତରେ ଅଦ୍ୟାବଧି ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଦ୍ୟାବଧି ଆମ ଭାରତର ସର୍ବମୋଟ ୧୩ ଗୋଟି ବେଳାଭୂମି ପର୍ଯ୍ୟଟନ ସ୍ଥଳକୁ ବ୍ଲୁ-ଫ୍ଲାଗର ମାନ୍ୟତା ମିଳିଛି । ସେହିପରି ଭାରତର ବେଳାଭୂମି
Read More...