Daily Archives

ଦୁଇ ଦିନ ମଧ୍ୟରେ ପୁନଃ ଉଦ୍ଧାର ହେବ ବାଲିସାହି ପୋଖରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହିରେ ଦୀର୍ଘ ବର୍ଷ ହେବ ପୋଖରୀର ପଙ୍କ କାଦୁଅ ପୁନଃ ଉଦ୍ଧାର ହୋଇନାହିଁ । ଯାହା ଫଳରେ ଉକ୍ତ ପୋଖରୀଟି ଶୁଖି ଫାଟି ପଡ଼ିରହିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନର
Read More...

ବିଶ୍ଵ ରେକର୍ଡର ନିକଟବର୍ତ୍ତୀ ସୁମିତ ସିଂ ରାଉରକେଲା ପାଇଁ ଗର୍ବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ସୁମିତ ସିଂ(୩୨) ଏବେ ବିଶ୍ଵ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ କୁହାଯାଉଛି । ଏନେଇ ବ୍ରାହ୍ମଣୀ କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ଆରୁହାବୃତ୍ତି ନଂ-୧ ଗ୍ରାମରେ ନୂତନ ଶିବମନ୍ଦିର ନିର୍ମାଣର ଭୂମିପୂଜା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ- ୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ସଭାପତି ତଥା ସମାଜସେବୀ ଅଶ୍ୱିନୀ କୁମାର ଦତ୍ତ, ଟୁଟୁ ପ୍ରଧାନ, ନଗେନ୍ଦ୍ର ପାତ୍ର, ସୁଧାଂଶୁ ମିସ୍ତ୍ରୀଙ୍କ ପ୍ରଚେଷ୍ଠାରେ ଭବ୍ୟ ନୂତନ ଶିବମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ
Read More...

ଭାରତୀୟ ଯୁବ ହଷ୍ଟେଲସର ମୁକ୍ତ ସନ୍ତରଣ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଭାଗରେ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ବିଭିନ୍ନ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍‌ପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ କୁଶଲକରଙ୍କୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଋଷିକେଶ ଖିଲାରି ଯୋଗଦେବେ । ଏହି
Read More...

ମୃତ୍ୟୁ ପରେ ଚକ୍ଷୁଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ କେ ଗଣ୍ଡପାଲି ଗ୍ରାମର ନବୀନ କାଣ୍ଡ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କର ବାପା ଛାଲୁ କାଣ୍ଡ ଓ ତାଙ୍କର ଭାଇ ଲଳିତ କାଣ୍ଡ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ
Read More...

ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ରାଉରକେଲା, (ସସ୍ମିତା ପ୍ରଧାନ) : ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ୍‌ ୨୦୨୩ରେ ରାଉରକେଲାର ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ରକି ଖାଡିଆ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ଦୁଇଟି ରୌପ୍ୟ ପଦକ ହାସଲ କରି ରାଉରକେଲା ପାଇଁ ଗର୍ବ
Read More...

ଲାଇକେରା ଓ କିରିମେରା ହେଲା ଓଡ଼ିଶାର ୨୩ତମ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା

ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର ଭୁବନେଶ୍ୱର : ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର ୯ଟି
Read More...

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୂନ୍ୟଛାୟା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ବିଶ୍ଵର ପ୍ରତ୍ୟେକ ସ୍ଥାନରେ ଅକ୍ଷାଂଶ ଆଉ ଦ୍ରାଘିମାର ସ୍ଥିତି ଅନୁସାରେ ଶୂନ୍ୟ ଛାୟା ଦିବସ ପାଳନର ତାରିଖ ନିର୍ଦ୍ଧାରିତ ହୋଇଥାଏ । ଏହା
Read More...

ଆଗଲପୁର ତହସିଲ କର୍ମଚାରୀଙ୍କ କଳା ବ୍ୟାଚ୍‌ ପରିଧାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଅମଲା ସଂଘର ନିଷ୍ପତ୍ତି ଅନୁସାରେ ଆଗଲପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ସେମାନଙ୍କର ଦାବୀ ତାଙ୍କର ଗ୍ରେଡପେ ୪୨୦୦କୁ ବୃଦ୍ଧି କରାଯାଉ ଓ ଦୀର୍ଘ ବର୍ଷ ହେଲା ରାଜ୍ୟ
Read More...