Daily Archives

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ : ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ଡିଏଫ୍ପିଡି ପକ୍ଷରୁ ହିତାଧିକାରୀଙ୍କ ସହ ଏକ ବୈଠକରେ ଖାଇବା ତେଲର ସମୀକ୍ଷା କରାଯାଇଛି ଦିଲ୍ଲୀ, (ପିଆଇବି) : ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି
Read More...

ହାଟବଦ୍ରା ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

• ପାହାଡ଼ପୁର ଗ୍ରାମରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ କଲେ ଶିଳାନ୍ୟାସ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନକୁ ଶୁଭାରମ୍ଭ
Read More...

ଉତ୍ତରପ୍ରଦେଶ ଠାରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ ଲଂଚ…

ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଏହି ଖେଳ ଅନୁଷ୍ଠିତ ହେବ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମେ’ ୫ ତାରିଖରେ ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ
Read More...

ଅଧୁରା ରହିଲା ଅମର ପ୍ରେମ : ଜୀବନ ହାରିଲେ ପ୍ରେମୀ ଯୁଗଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପ୍ରେମ ମାନେ ନାହିଁ ବୟସ, ମାନେ ନାହିଁ ଜାତି । କାହିଁକି ନା' ପ୍ରେମ ଅନ୍ଧ । ବେଳେ ବେଳେ ଦୁହେଁ ଦୁହିିଁଙ୍କଠାରୁ ଅଲଗା ହେବା ଭୟରେ ବାଛି ନିଅନ୍ତି ମୃତ୍ୟୁର ବାଟ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୪୩ ଗୋଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ୫ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ
Read More...

ବଣାଇ ବାରିକ ସମାଜ ତରଫରୁ ଲକ୍ଷ୍ମୀ ନୃସିଂହ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ପରିଷଦ ସଭା ଗୃହଠାରେ ଆଜି ବଣାଇ ନିଖିଳ ଉତ୍କଳ ବାରିକ ସମିତି ପକ୍ଷରୁ ମହାସମାରୋହରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଚତୁର୍ଦ୍ଦଶୀ ଏବଂ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ
Read More...

ବଣାଇରେ ଇଣ୍ଡୋନେସିଆର ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କଲା ବନ ବିଭାଗ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇରେ ଦୃଶ୍ୟମାନ ହେଲା ବିରଳ ପ୍ରଜାତିର ପେଚା । ପେଚାଟି ଏକ ଗଛରେ ବସିଥିବା ବେଳେ ଉଦ୍ଧାର କଲା ବନ ବିଭାଗ । ପେଚାର ଡେଣାରେ କ୍ଷତ ଚିହ୍ନ ଥିବା ବେଳେ ଡାକ୍ତରୀ ଚିକିତ୍ସା ପରେ ନନ୍ଦନକାନନ ନଚେତ କୌଣସି ଜଙ୍ଗଲରେ ଛଡାଯିବା ନେଇ ବନ ବିଭାଗ ତରଫରୁ ସୂଚନା
Read More...

ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଏବଂ ଜଳ ଯୋଗାଣ ପ୍ରକଳ୍ପ, ରାଣୀପୁର ଝରିଆଲର ଚଉଷଠୀ ଯୋଗିନୀ ପୀଠ ସ୍ଥଳୀ, ଅମୃତ ସରୋବରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କରିଛନ୍ତି ଜିଲ୍ଲା
Read More...

ସ୍ୱଧାର ଓ ଆଶ୍ରା କେନ୍ଦ୍ରରେ ଅସହାୟ ଅନଗ୍ରସରଙ୍କ ସହିତ ଜନ୍ମଦିନ ପାଳନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ସ୍ୱଧାର ଓ ଆଶ୍ରା କେନ୍ଦ୍ରରେ ଅସହାୟ ଅନଗ୍ରସର ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ।
Read More...

ଆଜି ହେଉଛି ନୃସିଂହ ଚତୁର୍ଦ୍ଦଶୀ, ପଦ୍ମପୁର ଉପଖଣ୍ଡର ମହାପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ମହାନ ପର୍ବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ
Read More...