Daily Archives

ବନ୍ଧ ପୁନଃ ଉଦ୍ଧାର ଦାବୀରେ ୱାର୍ଡ ନଂ ୯ ଓ ୧୦ ବାସୀଙ୍କ ଧାରଣା

ଦାବୀପୁରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଜନତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ୱାର୍ଡ ନଂ ୯ ସ୍ଥିତ ବେହେରାପାଲି ବନ୍ଧ ଓ ୱାର୍ଡ ନଂ ୧୦ ସ୍ଥିତ ଗେଟ୍‌ସରୋବର ବନ୍ଧର ସଫେଇ ଓ ପୁନଃ ଉଦ୍ଧାର ଦାବୀରେ ଆଜି ଉଭୟ ୱାର୍ଡବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ସକାଳ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ଆସନ୍ତାକାଲି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ।
Read More...

ସିଆଇଟିୟୁର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୫୪ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ଜିଲ୍ଲା
Read More...

ଗଞ୍ଜାମ ଏନ୍‌ଏସିରୁ ବ୍ରହ୍ମପୁର ପାଇଁ ସିଟି ବସ୍‌ ସେବା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଦେଇ ସିଟି ବସ୍‌ ସେବା ବ୍ରହ୍ମପୁରକୁ ମଙ୍ଗଳବାର ଦିନଠାରୁ ଚଳାଚଳ ଆରମ୍ଭ ହେବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଦାବୀ ହୋଇ ଆସୁଥିବା ବେଳେ ବିଳମ୍ୱରେ ହେଲେ ମଧ୍ୟ ସେବା ଆରମ୍ଭ ହୋଇଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ
Read More...

ବିପୁଳ ପରିମାଣ ମହୁଲପୋଚ ଜବତ : ୨ ଅଟକ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମର ଏକ ନିଛାଟିଆ ଘର ଭିତରୁ ବିପୁଳ ପରିମାଣ ମହୁଲପୋଚ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୁଟାସିଂହା ଗ୍ରାମର କିଛି ଲୋକ କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଗ୍ରାମର କିଛି ଦୂରରେ ଥିବା ଏକ
Read More...

ଶିକ୍ଷକଙ୍କ ପ୍ରତି ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଅସଦାଚରଣ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୀତାରାମ ପାତ୍ର ଅବସ୍ଥାପିତ ହୋଇଛନ୍ତି । ସେ ଏଠାରେ ଏବିଇଓ ଭାବେ ବହୁ ବର୍ଷ ହେଲା ଅବସ୍ଥାପିତ ଥିଲେ । ପରେ ତାଙ୍କର ପଦୋନ୍ନତି ହୋଇ ସେ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହି ପଦବୀରେ
Read More...

‘ସଚେତନ ହେମା’ ଅନୁଷ୍ଠାନର ଶିଶୁ କଳାକାର ଜାତୀୟ ସାଂସ୍କୃତିକ ବୃତ୍ତି ପାଇବା ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ଦିବ୍ୟାରାଣୀ କଣ୍ଟା ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ନାଟ୍ୟକାର
Read More...

ବଲାଙ୍ଗିର କନ୍ଧପାଲିପଡ଼ାରେ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡ଼ା ସ୍କୁଲ ସାମ୍ନାରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକ ଓ ତାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିବା ବେଳେ ଏଥିରେ ମାମୁଁ ଓ ଭଣଜା ଆହତ ହୋଇଥିଲେ । ମାମୁଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ରେଫର କରାଯାଇଥିଲା ।
Read More...

ଘଗରା ଛକ ଓ ଘାଗୁର୍ଲି ମଝି ରାସ୍ତାରେ ସଡକ ଦୁର୍ଘଟଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନିକଟସ୍ଥ ଘାଗୁର୍ଲି ଏବଂ ଘଗରା ଛକ ମଝିରେ ଭାରସାମ୍ୟ ହରାଇ ଏକ ମଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ସୁପର ଏକ୍ସସେଲ୍‌ ଗାଡି ନମ୍ବର ଓଡି୨୬ବି୬୩୪୬ରେ ଦୁଇଜଣ ଏକ ବିବାହ ଭୋଜି ଖାଇବା ପାଇଁ ତାଲଭଟା
Read More...

ଛତ୍ରପୁର ବ୍ଲକ୍ ବଣବୁଲାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ଯାତ୍ରା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ (ସତ୍ୟମ) ନୃତ୍ୟ କଳାକେନ୍ଦ୍ର ଛତ୍ରପୁର ଆଇଆର୍‌ଇ ଜଙ୍କସନ୍‌ ପକ୍ଷରୁ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷରେ ପବିତ୍ର ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଠାରୁ ନୃସିଂହ ଠାକୁରଙ୍କ ଭଉଁରୀ ଖେଳ, ଚାପ ଖେଳ
Read More...