Daily Archives

ୱାର୍ଡ଼ ମେମ୍ବର ସୁକାନ୍ତି ବେହେରାଙ୍କ ବିୟୋଗରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଗଭୀର ଶୋକ ପ୍ରକାଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୱାର୍ଡ଼ ମେମ୍ବର ସୁକାନ୍ତି ବେହେରାଙ୍କ ବିୟୋଗରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ୱାର୍ଡ଼ ମେମ୍ବର ସୁକାନ୍ତି ବେହେରା(୪୦)ଙ୍କ ଆକସ୍ମିକ
Read More...

ଛତ୍ରପୁରରେ ଅବସ୍ଥାପିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା : ସାଧାରଣରେ ଉଦ୍‌ବେଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ଅପର ବସଷ୍ଟାଣ୍ଡ ନିକଟରେ ଥିବା ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା କରାଯାଇଛି । ଆଞ୍ଚଳିକ ପ୍ରଶାସନର ଚରମ ଅବହେଳା ଘେନି ଏହି ଅଞ୍ଚଳରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ
Read More...

ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : କଣ୍ଟାବାଞ୍ଜି ସହର ଅନ୍ତର୍ଗତ ବେହେରେନସିଲେଟ ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଣ୍ଟାବାଞ୍ଜି ଡାକ୍ତରଖାନା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତିପ୍ରକାଶ ରାମ, ସହରାଞ୍ଚଳ ଆରୋଗ୍ୟ
Read More...

ଭିଜିଲାନ୍ସ ହାତରେ ଧରା ପଡିଲେ ଦହିତା ଆର୍‌ଆଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ରାଜସ୍ୱ ନିରୀକ୍ଷକ ଦାମୋଦର ସୁନା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ନକ୍ସା କରାଇ ଦେବା ପାଇଁ ୧୧ ଜଣ ହିତାଧିକାରୀଙ୍କଠାରୁ ଜଣ ପିଛା ୩୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ
Read More...

ମୋଦୀ ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଉପଲେକ୍ଷ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଳପୁର ମଣ୍ଡଳରେ ଆଜି ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ ଲୋହରସିଙ୍ଗଠାରେ ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବ୍ଲକ ସାଂସଦ
Read More...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ମାସିକ ଆସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପାଦନାରେ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଏହି ମାସର ମାସିକ ଆସର ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଅଧ୍ୟାପକ ପୌଲସ୍ତ୍ୟ ସାହା ଗଳ୍ପ ସାହିତ୍ୟର ଉଦ୍ଦେଶ୍ୟ ଜ୍ଞାପନ
Read More...

ପାର୍ବତୀଗିରି ବାଳ ନିକେତନରେ ବାଜିଲା ଶାହାନାଇ, ବାହା ହୋଇ ନୂତନ ପରିଚୟ ପାଇଲେ ଶିବାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠର ପଥରଚେପାଠାରେ ରହିଛି ସମାଜସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ଦ୍ୱାରା ସ୍ଥାପିତ ପାର୍ବତୀଗିରି ବାଳ ନିକେତନ । ୧୯୯୫ ମସିହାରୁ ଏହି ବାଳ ନିକେତନରେ ଅନାଥ ଶିଶୁମାନଙ୍କୁ ସେବାଯତ୍ନ କରାଯାଇ ଆସୁଛି । ଏହି ବାଳ ନିକେତନ
Read More...

ଜୀବନ ପ୍ରତି ବିପଦ ଆଶଙ୍କା ଏବଂ ସୁରକ୍ଷା ପ୍ରଦାନ ପାଇଁ ବ୍ରହ୍ମପୁର ୨୭ ନଂ ୱାର୍ଡ କର୍ପୋରେଟରଙ୍କ ଥାନାରେ ଏତଲା

ବିଜେପି ଜିଲ୍ଲା ସଭାପତିଙ୍କ ସମେତ ଏକାଧିକ ବିଜେପି କର୍ମୀ ଓ ନେତାଙ୍କ ନାମରେ ଅଭିଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ରବିବାର ରାତିରେ ୨୭ ନଂ ୱାର୍ଡ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଧକ୍କା ଓ ମାଡ଼ ମାରିବା ଘଟଣାରେ ବ୍ରହ୍ମପୁର ମହାନଗରର ଗୋଷାଣି ନୂଆଗାଁ ଥାନାରେ
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଅମଲା ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟ ଅମଲା ମଞ୍ଚର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅମଲା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଖପ୍ରାଖୋଲ ବ୍ଲକ ପରିସରରେ ଥିବା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅମଲା ମଞ୍ଚର ସଭ୍ୟ ତଥା ପରାମର୍ଶଦାତା ବ୍ରଜବନ୍ଧୁ ଠାକୁରଙ୍କ
Read More...

ଦିବ୍ୟାଙ୍ଗମାନଙ୍କର ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ ସପ୍ତାହବ୍ୟାପୀ ଚାଲିଥିବା ସ୍ଵତନ୍ତ୍ର ଘରକୁ ଘର ଅଭିଯାନର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିବ୍ୟାଙ୍ଗମାନଙ୍କର ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ ମଇ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିଥିବା
Read More...