Daily Archives

ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱର ଝଙ୍କାରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱର ଝଙ୍କାରର ବାର୍ଷିକ ଉତ୍ସବ ବଡ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବଲାଙ୍ଗିର ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ,
Read More...

ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପ୍ରାଙ୍ଗଣରେ ଆଜି ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷାରେ ମୁଖ୍ୟ ଅତିଥି ଭାବରେ ଗ୍ୟାଲେକ୍ସି ମହାବିଦ୍ୟାଳୟର ନିର୍ଦ୍ଦେଶକ ସଚିଦାନନ୍ଦ ସାହୁ, ସମ୍ମାନିତ ଅତିଥି ମାନୁଏଲ ନାଗ, ସ୍କୁଲର
Read More...

କେନ୍ଦୁଭଟାରେ କ୍ଷୁଦ୍ର ଶସ୍ୟର ଖାଦ୍ୟ ପ୍ରସ୍ତୁତି ତାଲିମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ଗାଇସିଲାଟ ବ୍ଲକ ଓ ପଦ୍ମପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ କ୍ଷୁଦ୍ର ଦାନା ଶସ୍ୟରେ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧୀୟ ଦୁଇ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ସମିତି ସଭ୍ୟ ସଭ୍ୟାମାନଙ୍କ ସଂଘ ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୯.୦୦ଘଣ୍ଟା ସମୟରେ ନଟରାଜ ପେଲେସ, ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲାର ୧୪ ଗୋଟି ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା ତଥା ସମସ୍ତ ସମିତି ସଭ୍ୟ ସଭ୍ୟାମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସଂଘ ଗଠିତ ହୋଇଯାଇଛି । ଉକ୍ତ ସଂଘର ସଭାପତି
Read More...

ସାମ୍ବାଦିକ ସଂଘର ଜରୁରୀ ବୈଠକ : ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ବିମଲ ଦାଶ ସଭାପତିତ୍ୱ କରିଥିଲେ । ସଂଘର ବିଭିନ୍ନ ଆଲୋଚନା ସହିତ
Read More...

ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ଆମ୍ବତୋଟାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଓବିସି ମଞ୍ଚର ସଂଯୋଜକ ମନୋଜ କୁମାର ହାତୀଙ୍କ ସଂଯୋଜନାରେ ଟିଟିଲାଗଡ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଜଗୁଆ ଗ୍ରାମ ପଞ୍ଚାୟତ ଗିରିଗୋବର୍ଦ୍ଧନ ପୀଠ ନିକଟ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ଦ୍ଵାରା ଚାଲିଥିବା
Read More...

ସାଲେଭଟା ଚଣ୍ଡୀମନ୍ଦିରରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାଠାରେ ଚଣ୍ଡୀମନ୍ଦିରରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା' ଚଣ୍ଡୀ ସତ୍‌ସଙ୍ଗସୁଧାର ସଭାପତି ଗିରିଧାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଆକାରରେ
Read More...

ଲୋୟର ସୁକତେଲ ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗ : ଆର୍‌ପିଡିଏସି ବୈଠକ ଡାକିବାକୁ ଆର୍‌ଡିସିଙ୍କୁ ଚିଠି ଲେଖିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗକୁ ନେଇ ଆର୍‌ପିଡିଏସି ବୈଠକ ଡାକିବାକୁ ଆର୍‌ଡିସିଙ୍କୁ ଚିଠି ଲେଖିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ, ଏ ବର୍ଷ ଶେଷ ସୁଦ୍ଧା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପରେ ପାଣି ଗଚ୍ଛିତ
Read More...

ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ଅଭିଯୋଗ : ବ୍ଲକ ଅଫିସ ଘେରିଲେ ହିତାଧିକାରୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଓ ଅଗ୍ରେନ ଗ୍ରାମ ପଂଚାୟତରେ ପିଡିଏସ ଚାଉଳ ବଣ୍ଟନ ଅବହେଳା ଯୋଗୁଁ ଗରିବ ସେନା ସଭାପତି ରବି ମଂଗରାଜଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବ୍ଲକ ଅଫିସ ଘେରାଉ କରିଥିଲେ । ଚାଉଳ ପାଇବା ପାଇଁ ଗତ ୨୯ ତାରିଖ ଦିନ କୋମନା
Read More...

ଡେଙ୍ଗ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଲପୁର ଧର୍ମାଞ୍ଚଳୀୟ ଯୁବ ସହଭାଗିତା ଓ ପାଶ୍ଚାତ୍ୟ ଉତ୍କଳ ଖ୍ରୀଷ୍ଟିୟ ଉଦ୍‌ଯୋଗ ସମିତି ପକ୍ଷରୁ ଡେଙ୍ଗ ଉଦ୍‌ଯୋଗ ସମିତି ଅନୁକୂଲ୍ୟରେ ଏକ
Read More...