pakka

ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧବନିତା ଯୋଗ ଦେଇଥିଲେ । ଗ୍ରାମର ବୟସ୍କ ବ୍ୟକ୍ତି ଯାହାଙ୍କର ବୟସ ୭୫ ବର୍ଷରୁ ଅଧିକ ତାଙ୍କ ହାତରୁ ପତାକା ଉତ୍ତୋଳନ କରିଥିଲେ । ୭୫ଟି ପତାକା ଧରି ଗ୍ରାମର ଯୁବକ ମାନେ ଆଜାଦୀ କା ଅମୃତ ମହୋତ୍ସବ ଶୋଭାଯାତ୍ରା କରିଥିଲେ । ଗ୍ରାମର ବିଭିନ୍ନ ଜାଗାରେ ୭୫ଟି ଫଳ ଗଛ ରୋପଣ କରାଯାଇଛି । ଏହି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇଛି ।

jay balangir
Leave A Reply

Your email address will not be published.

17 − 12 =

error: Content is protected !!