pr

ଛିନ୍ଦେଇକେଲାରେ ପାଣି ପରୀକ୍ଷା ଓ ବୈଠକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଛିନ୍ଦେଇକେଲା ମିଶନ ଶକ୍ତି ଗୃହ ଠାରେ ସିଆର୍‌ପି, ଏମ୍‌ବିକେ ତଥା ପଞ୍ଚାୟତର ସମସ୍ତ ପ୍ରାଣୀ ମିତ୍ର, କୃଷି ମିତ୍ରଙ୍କୁ ନେଇ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ନାରୀ ନେତ୍ରୀ ହେମଲତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ବିଦ୍ୟାଳୟଠାରେ ଥିବା ନଳକୂପର ପାଣି ପରୀକ୍ଷା କରିଥିଲେ ଏବଂ ତାର ନମୁନା ପରୀକ୍ଷାଗାରକୁ ପଠାଇବାକୁ ମତାମତ ଦେଇଥିଲେ । କନକ ରଣା, ଲଷ୍ମୀପ୍ରିୟା ରଣା, ରୂପଦିନୀ ବୁଡ଼େକ, ଯଶୋବନ୍ତୀ ମାଝୀ, ହେମପ୍ରଭା ବାଗ, ବୃନ୍ଦାବତୀ ଜଗତ, ନର୍ମଦା ହଂସ, ଗୁଳାପି ମାଝୀ, ଗୌରୀ ରଣା, କୃଷି ମିତ୍ର, ତେଜବନ୍ତି ମାଝୀ, ଭଜମନୀ ମାଝୀ, ସୁଭଦ୍ରା ଖୁଣ୍ଟିଆ ତଥା ପ୍ରାଣୀ ମିତ୍ର ପଙ୍କଜିନୀ ଧରୁଆ ଓ ସାବିତ୍ରୀ ତାଣ୍ଡି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.