Yearly Archives

2022

ଜାନୁୟାରୀ ୩୧ ଯାଏ ବଢ଼ିଲା ମାଣ୍ଡିଆ ସଂଗ୍ରହ ପଞ୍ଜିକରଣ ଅବଧି

ଭୁବନେଶ୍ୱର : ରାଜ୍ୟରେ ମାଣ୍ଡିଆ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ସମୟସୀମାକୁ ୨୦୨୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶୁକ୍ରବାର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ରାଜ୍ୟର ୧୯ ଜିଲ୍ଲାର ଜଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୂର୍ବରୁ ଏହି
Read More...

ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ୟୁଥ୍ ରେଡକ୍ରସ୍‌ର ୟୁନିଟ୍ ଉଦ୍‌ଘାଟନ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ୟୁଥ୍ ରେଡକ୍ରସ୍‌ର ଜିଲ୍ଲା ସଂଯୋଜକ ତଥା ସଂସ୍କୃତ ପ୍ରଫେସର ଯୁଧିଷ୍ଠିର ମହାବିଦ୍ୟାଳୟର ଡକ୍ଟର ଦୈତାରୀ ପୂଜାରୀ, କଲେଜ ପ୍ରିନ୍ସିପାଲ୍ ଶ୍ରୀମତୀ ଚେତନା ଅଗ୍ରୱାଲ, ପ୍ରଶାସନିକ ଅଧିକାରୀ ଶୈଲେସ କୁମାର ପାଲ,
Read More...

ତମାଖୁ ବ୍ୟବହାର ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତମାଖୁ ସେବନ ହ୍ରାସ ତଥା ଜନସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆଣି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍‌ଚରାଲ୍ ସେର୍ (ପିକକ୍‌) ଓ କୋଆଲିସନ୍ ଫର୍ ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦର ୬୦ତମ ବୈଠକ

ପ୍ରକଳ୍ପ ସ୍ଥିତିକୁ ଆକଳନ ପାଇଁ ପ୍ରସ୍ତୁତ ନୂତନ ଆପ୍‌କୁ ସ୍ୱାଗତ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାଜୀବ ଭବନସ୍ଥିତ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ପରିଷଦର ୬୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ଅସିତ
Read More...

ମିଶନ ଡ୍ରିମ୍‌ସ ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ ଓ ମିସେସ୍‌ ଇଣ୍ଡିଆ-୨୦୨୨ ଗ୍ରାଣ୍ଡ ଫାଇନାଲ କୋଲକାତାରେ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମିଶନ ଡ୍ରିମସର ମିସ୍‌, ମିଷ୍ଟର ଓ ମିସେସ୍‌ ଇଣ୍ଡିଆ-୨୦୨୨ର ଗ୍ରାଣ୍ଡ ଫାଇନାଲ କୋଲକାତା ସ୍ଥିତ ଇକୋପାର୍କରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥଳସେନା ଅଧିକାରୀ ଲ୍ୟୁଟନାଣ୍ଡ ଜେନେରାଲ ଅଜୟ କୁମାର ସୁରୀ ଉଦ୍‌ଘାଟନ କରିଥିଲେ । ଏଥିରେ
Read More...

ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରାବେନ ମୋଦୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ବାଲୁକା କଳାରେ ହୀରାବେନ ମୋଦୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଅଶ୍ରୁଳ
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଗୋପବନ୍ଧୁ ଦାସଙ୍କୁ ନାଗରିକ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ମୁଖ୍ୟାଳୟ ଅନ୍ତର୍ଗତ ଛତ୍ରପୁରସ୍ଥ ଅଷ୍ଟମ ବାଟାଲିୟନ ସାମରିକ ଦଳର ନବମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଗୋପବନ୍ଧୁ ଦାସ ଯୋଗ ଦେଇଥିଲେ । ଏହି ଅବସରରେ ଛତ୍ରପୁର
Read More...

ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ତିଗିରିଆ : ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ତିଗିରିଆ ନିଜିଗଡ଼ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଧାଂଶୁବାଳା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ
Read More...

ଅଗ୍ନିକାଣ୍ଡରେ ୨ ବଖରା ଘର ଭଷ୍ମୀଭୂତ

ପାଟକୁରା : ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଞ୍ଚାୟତର ସରଟୋଲା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଅକ୍ଷୟ ପଲାଇଙ୍କ ୨ ବଖରା ଘର ଭଷ୍ମୀଭୂତ ହୋଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ କୋରୁଆ ଓ ଗରଦପୁର ଦମକଳ ବାହୀନିର କମର୍ଚାରୀମାନେ
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ : ୬ ଆହତ

ବୌଦ୍ଧ, (କେପିଏନ୍‌ଏସ୍‌) : ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ । ବୌଦ୍ଧ ୫୭ ନମ୍ଵର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ପୁରୀରୁ ଜଗା ଦର୍ଶନ ସାରି ନୃସିଂହନାଥ ଅଭିମୁଖେ ଯାଉଥିବା ବେଳେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଗଛରେ ପିଟି
Read More...