Daily Archives

ଦେଓଗାଁ ହାଇସ୍କୁଲ ହେବ ବ୍ଲକର ମେଡେଲ ସ୍କୁଲ

ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ପୂରଣ ହେବ ତ ?୫ଟି ସଚିବଙ୍କ ଗସ୍ତର ଘଣ୍ଟାଏ ପରେ ହେଲା ବିଜ୍ଞାନ ଶିକ୍ଷକ ପଦବୀ ଖାଲି : ବର୍ଷକର ଶିକ୍ଷକ ସ୍ଥିତି, ଆସିଲେ ପ୍ରଧାନ ଶିକ୍ଷକ ଗଲେଣି ୪ ଶିକ୍ଷକ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ହାଇସ୍କୁଲ ଦେଓଗାଁ ବ୍ଲକର
Read More...

ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ରଥ ଗଡିଲା । ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ଅନିତା ମିଶ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ସୁଭଦ୍ରା
Read More...

ଜିଲ୍ଲା ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଜିଲ୍ଲାର ସମସ୍ତ ଶିକ୍ଷାଧିକାରୀ ମାନଙ୍କର ଏକ ଦିବସୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ପର୍ଲିମାଲରେ ସର୍ବ ଭାରତୀୟ ବିଝାଂଲ ସମାଜର ସାମାଜିକ ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ପର୍ଲିମାଲ ଗ୍ରାମ ହାଇସ୍କୁଲ ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଅସହାୟ ଶିଶୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁର ନରେଶ ହଂସ ଓ ତାଙ୍କ ସ୍ତ୍ରୀ ନମିତା ହଂସ ରାତ୍ରୀ ଭୋଜନ ପାଇଁ ବସିଥିବା ବେଳେ ହଠାତ ଏକ ବଳେରୋ ଭାରସାମ୍ୟ ହରାଇ ମାଡିଗଲା ଘର ଭିତରକୁ । କେହି କିଛି ବୁଝିବା ଆଗରୁ ନମିତାଙ୍କ ଜୀବନ ଚାଲିଗଲା । ଗୁରୁତର
Read More...

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ବେଳେ ୨ ଚୋରକୁ ଗାଁ ଲୋକେ ଧରି ଥାନାରେ ଜିମା ଦେଲେ

ଅଟୋର ଉପର ଛାତରେ ବାନ୍ଧି କରୁଥିଲେ ଚୋରା ଚାଲାଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ।
Read More...

ଦୀପାଙ୍କ ପ୍ରୟାସରେ ଉଦ୍ଧାର ହେଲେ ତେଲେଙ୍ଗାନାରେ ବନ୍ଧକ ଥିବା ନାବାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ଚିର ପରିଚିତ ହୋଇ ପାରିଛନ୍ତି । ତାଙ୍କ ପ୍ରୟାସ ଦ୍ୱାରା ତେଲେଙ୍ଗାନାରେ ଇଟାଭାଟି ମାଲିକଙ୍କ କବ୍‌ଜାରେ
Read More...

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ମଣ୍ଡଳର ମଣ୍ଡଳ ସଭାପତି ଚତୁର୍ମୁଖ ମେହେରଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପଣ୍ଡାମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଭାଜପାର ପୁର୍ବତନ ଜିଲ୍ଲା
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପୁର୍ନଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରାଙ୍କ ପ୍ରସ୍ତାବ କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦ କ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପୁର୍ନଗଠିତ ହୋଇଯାଇଛି । ସଭାପତି ଭାବେ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ
Read More...