Daily Archives

ସାମ୍ବାଦିକ ସଂଘର ବୈଠକ

କଂଟାବାଂଜି, (ମନିଷ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜିର ବୈଠକ ରବିବାର ଦିନ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ସଂଘର ସ୍ଥାୟୀ ଅଫିସ କାର୍ଯ୍ୟାଳୟ ନିର୍ମାଣ କରିବା, ସଂଘର ନିଜସ୍ୱ ପାଣ୍ଠି ବୃଦ୍ଧି
Read More...

ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଗଠିତ ହୋଇଯାଇଛି । ଉକ୍ତ କମିଟିରେ ସଭାପତି ଭାବେ ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ଇଂ ରମେଶ ପୁରୋହିତ, ସନ୍ତକ ବହିଦାର, କ୍ଷୀରସାଗର
Read More...

ଆଗଲପୁର ବ୍ଲକ କଂଗ୍ରେସ କମିଟି ସଭାପତି ହେଲେ ଯୁବନେତା ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କଂଗ୍ରେସ କମିଟିର ସଭାପତି ଭାବେ ମନୋନୀତ ହୋଇଛନ୍ତି ଯୁବନେତା ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ । ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଯୁବନେତା ଶ୍ରୀ ପଟେଲଙ୍କୁ ଆଗଲପୁର ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ କରାଯାଇଛି ।
Read More...

କ୍ୟାନ୍‌ସର୍‌ ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଳବ ଥୁଆପଲିର ସଦସ୍ୟ ଆଜି ବରଗଡ଼ ୧୫ନମ୍ବର ୱାର୍ଡରେ ବସବାସ କରୁଥିବା କ୍ୟାନ୍ସର ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି । 'କୋଶଳ ପ୍ରବାହ' ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ
Read More...

ବିଜେପି ବରିକେଲ ମଣ୍ତଳର କାର୍ଯ୍ୟକାରିଣୀ ବୈଠକ : ଯୁବକମାନେ ବିଜେପିରେ ହେଲେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ମହୁଲପାଲି ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମଠାରେ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଗାମୀ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କୃଷକ ମୋର୍ଚ୍ଚା
Read More...

ଟାଇଗର ୟୁଥ୍‌ କ୍ଲବ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡା ଟାଇଗର ୟୁଥ୍‌ କ୍ଲବ ତରଫରୁ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ଏବଂ ଚନ୍ଦନଭାଟି ରାସ୍ତାରେ ଲିମ୍ବ, ଜାମୁ, କଦମ ଆଦି ମୂଲ୍ୟବାନ ଗଛ ଲଗାଯାଇଥିବା ବେଳେ ପଡାରେ ନିର୍ମିତ ନୂତନ ଶ୍ମଶାନ୍‌ ଠାରେ ମଧ୍ୟ ବୃକ୍ଷରୋପଣ କରାଯାଇଛି । ଏହି
Read More...

ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଟିଟିଲାଗଡ ତୋଫାନି ଗସ୍ତ : ବିଭିନ୍ନ ପ୍ରକଳ୍ପ…

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଶ୍ରମ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ପାଟଣାଗଡ ବିଧାୟକ ସରୋଜ ମେହେର ସହ ଆଜି ଏକ ଦିନିଆ ଟିଟିଲାଗଡ ସହରକୁ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା
Read More...

୩ ଫୁଟ୍ ଗୋଲେଇର ଘାଇ ସୃଷ୍ଟି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପଟ୍ଟନାକିଆରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାରେ ପାଇକସାହି ଛକରୁ ପୋଷୋଲ ଛକ ମଝିରେ ଥିବା ଘୋଷୋଡା ଶଙ୍ଖ ଠାରେ ୩ ଫୁଟ୍ ଗୋଲେଇର ଏକ ଘାଇ ସୃଷ୍ଟି ହୋଇଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରନ୍ତି,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ରୁ ଜଣେ, ବେଲପଡା ବ୍ଲକ ବେଲପଡା ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ବାନ୍ଧୁପଲା ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି
Read More...

ଲୋକ କଳାକାର ରମେଶ ସୁନାଙ୍କ ଅକାଳ ବିୟୋଗ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତର ସାଲେପାଲି ଗ୍ରାମର ରମେଶ ସୁନା(୪୭)ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ରମେଶ ଥିଲେ ଜଣେ ଲୋକ କଳାକାର ସେ ସୁନ୍ଦର ଗିତ ଗାଇ ଲୋକଙ୍କ ମନ କିଣୁଥିଲେ । ଯଦିଓ ସେ ନାମୀଦାମୀ
Read More...
error: Content is protected !!