Daily Archives

ଲୋଇସିଂହାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୧୦୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜେଡି ଛାତ୍ର ଜନତା ଦଳ ସୌଜନ୍ୟରୁ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମ ଦିବସ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ଅଗ୍ରସେନ ଭବନ ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୦୧ ୟୁନିଟ ରକ୍ତ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୨୬ ତମ ପବିତ୍ର ଶ୍ରାଦ୍ଧ ଦିବସ ପଞ୍ଚବଟୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ବରଗଡ଼ ସହର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ
Read More...

ଡାଲାଅଟୋ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଦିବା ୧୧ଟା ବେଳେ ସୁବର୍ଣ୍ଣପୁର-ବଲାଙ୍ଗଏର ରାସ୍ତା ଜୟ ଯବାନ ପେଟ୍ରୋଲ ପମ୍ପ ନିକଟ ବାଇଗନଜୁରୀ ମୁହାଁଣୀ ରାସ୍ତାରେ ଏକ ଲୁହା ଛଡ ବୋଝେଇ ଡାଲା ଅଟୋ ଓଲଟି ଯିବାରୁ ଗାଡି ପଛ ପଟେ ବସିଥିବା ଜଣେ ଯୁବକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ
Read More...

ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଙ୍ଗଠନ : ମିଶନ ଚାଟଶାଳୀ ୫ ଲକ୍ଷ ଶିଶୁ ଏବଂ ୨୫୦୦୦ ଶିକ୍ଷାସାଥୀଙ୍କୁ ନେଇ ଆରମ୍ଭ ହେବ…

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାର ସୁଯୋଗ ପାଇ ନପାରି ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି
Read More...

ଧର୍ମଗଡ ପୋଲିସକୁ ସଫଳତା : ଚାରି ଲୁଟେରା ଗିରଫ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ସମୟରେ ଲୋକଙ୍କଠାରୁ ଓ ଗାଡ଼ିରୁ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୪ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଲୁଟେରାଙ୍କ ଠାରୁ ମିଳିଥିବା ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇବାରେ
Read More...

ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲାନ ଗଲେ ୨୪ରୁ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲା ନଗଲେ ଆସନ୍ତା ୨୪ ତାରିଖରୁ ବ୍ଳକ କାର୍ଯ୍ୟାଳୟ ଆଗରେ ପଞ୍ଚାୟତ ସମିତିର ସମସ୍ତ ସଭ୍ୟସଭ୍ୟା ଧାରଣରେ ବସିବା ନେଇ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ
Read More...

ଗୁରୁତର ଅଭିଯୋଗ : ପାଇପ ଲାଇନ କାମରେ ଠିକାଦାରଙ୍କ ଅବହେଳା ଯୋଗୁଁ ଦବିଗଲା ଟ୍ରକ ଚକା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘୁନସର ଗ୍ରାମର ପିଇବା ପାଣି ଯୋଗାଣ ଆଳରେ ଠିକାଦାର ସବୁ ଗାଁର ରସ୍ତେ ଖୋଲି ଦେଇ ଯେମିତି ସେମିତି ପାଇପ୍ ପୋତି ଅଧାପନ୍ତରିଆ ଭାବରେ କାମ କରି ଦେଇ ଅଭିଯୋଗ ହେଉଛି ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମଦନପୁର ଓ ମାନେକେରା ଗ୍ରାମ ପଞ୍ଚାୟତର ୨୦ ଜଣ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ୩ ଦିନିଆ ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର ସିଂହଦେଓ,
Read More...

ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶ୍ଚମାଂଚଳ ବିଜୁଳି ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କ ସମସ୍ୟା ମଧ୍ୟରେ
Read More...

୭ ଦଫା ଦାବୀ ପୂରଣ ନେଇ ମୁଖ୍ୟ ଚିକିତ୍ସାଧୀକାରୀଙ୍କ ସହ ନଗର ଚିକିତ୍ସାଳୟ କମଚାରୀ ସଂଘର ଆଲୋଚନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମଓ) ଡ଼ା. ଉମାଶଙ୍କର ମିଶ୍ରଙ୍କ ସହିତ ନଗର ଚିକିତ୍ସାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି କର୍ମଚାରୀଙ୍କ
Read More...