Daily Archives

ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ଭାବରେ ଜୋଷ୍ଣ।ମୟୀ ଦୀକ୍ଷିତ ପାରାୟଣ ଗାୟନ କରିଥିବା ବେଳେ ବର୍ଷା ରାଣୀ ବହିଦାର ସହଯୋଗ କରିଥିଲେ । ଅନେକ ଦର୍ଶକଙ୍କ ଦେଖିବା ପାଇଁ ଭିଡ଼ ଲାଗି
Read More...

୯ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଳାବାରୁଦ କାରଖାନା ପରିସରରେ ଥିବା ଡେଲି ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ଦୋକାନରୁ ଏକ ସାପ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ଘଟଣା ସ୍ଥାନରେ
Read More...

ସିଆର୍‌ପିଏଫ୍‌ ଡେପୁଟି କମାଣ୍ଡେଣ୍ଟ ବିନୋଦ କୁମାର ଟଣ୍ଡନଙ୍କ ପିଏଚ୍‌ଡ଼ି ଲାଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ଡେପୁଟି କମାଣ୍ଡେଣ୍ଟ ବିନୋଦ କୁମାର ଟଣ୍ଡନ ପିଏଚ୍‌ଡି ଲାଭ କରିଛନ୍ତି । ରାୟପୁର ସ୍ଥିତ ପିଟି ରବିଶଙ୍କର ୟୁନିଭର୍‌ସିଟିରୁ ପୋଲିଟିକାଲ୍‌ ସାଇନ୍ସରେ ସେ ଏହି କୃତୀତ୍ୱ ହାସଲ୍‌ କରିଥିବା ବେଳେ ‘ଏନାଲିସିସ୍‌ ଅଫ୍‌ ଦି ରୋଲ୍‌ ଅଫ୍‌ ପୋଲିସ୍‌
Read More...

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହରି ମିଶ୍ର ଏବଂ ସୁଶିଲାଙ୍କୁ ଶୁଭେଚ୍ଛା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ବରଗଡ଼ର ବର୍ଷିଆନ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସହରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି
Read More...

ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନାରେ କାମ ନକରି ଦିବ୍ୟାଙ୍ଗ ଓ ତାଙ୍କ ସ୍ତ୍ରୀଙ୍କୁ ଶ୍ରମିକ ଭାବେ ନିଯୁକ୍ତି ଦର୍ଶାଇ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ସହ ମଧୁବାବୁ ପେନ୍‌ସନ୍‌ ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ମାସିକ ଭତ୍ତା, ଅର୍ନ୍ତଦୟ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ବିଜୁପକାଘର, ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।
Read More...

ଦୀର୍ଘ ଦେଢ଼ ବର୍ଷ ପରେ କନ୍ଧମାଳର ସାଇନ୍ସ ପାର୍କ ଖୋଲିଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବନ୍ଦ ଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସାଇନ୍ସ ପାର୍କ ଖୋଲିଲା । ସନ୍ଧ୍ୟାରେ ଆୟୋଜିତ ପୁନଃ ଖୋଲିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ
Read More...

ବୌଦ୍ଧ ଜିଲା କଣ୍ଟାମାଲ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକର ୪ଟି ଶିକ୍ଷା ସର୍କଲର ବିଭିନ୍ନ ସ୍ଥାନରେ ଚାରୋଟି ପର୍ଯ୍ୟାୟରେ ବୈଠକ ଶେଷ ହୋଇଯାଇଛି । ଏଥିରେ ସାଙ୍ଗଠନିକ ସ୍ଥିତିକୁ ପର୍ଯ୍ୟବେକ୍ଷଣ କରିବା ସହ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
Read More...

ପ୍ରଦେଶ କଂଗ୍ରେସ କୃଷକ ସେଲର ମରୁଡି ପରିସ୍ଥିତି ଅନୁଧ୍ୟାନ : ଜଳସେଚନକୁ ନେଇ ମିଥ୍ୟା ପ୍ରତିଶୃତି ଯୋଗୁଁ ମରୁଡି ଶିକାର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିର ଅଭାବ, ଜଳସେଚନକୁ ନେଇ ଚାଷୀଙ୍କୁ ବାରମ୍ବାର ମିଥ୍ୟା ପ୍ରତିଶୃତି ଦେବା, କୃଷି ଓ ପାଣିପାଗ ବିଭାଗର ଆଗୁଆ ସୂଚନା ଦେବା ସତ୍ୱେ ସରକାର ନିଜ ଆଡୁ ମରୁଡି ମୁକାବିଳାକୁ ନେଇ ତତ୍ପରତା ତଥା ଚାଷୀଙ୍କୁ ସଚେତନ ନ କରାଇବା ଯୋଗୁଁ
Read More...

୨୦୧୯ ଓ ୨୦୨୦ ବର୍ଷ ପାଇଁ ଘୋଷିତ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଏକାଡେମୀର ଅନ୍ୟାନ୍ୟ ସମ୍ମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି
Read More...

ବଲାଙ୍ଗିର ଲାୟନ୍ସ କ୍ଲବର ସଂସ୍ଥାପନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲାୟନ୍ସ କ୍ଲବର ୩୧ତମ ସଂସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମାରୋହରେ ବର୍ଷ ୨୦୨୧-୨୨ ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଲାୟନ ୱାଇ ପି ଗୋୟଲ ମୁଖ୍ୟ ଅତିଥି ଓ କ୍ଲବର ଉପ ଜିଲ୍ଲା ଗର୍ଭନର ଲାୟନ ଏସ. ପାତ୍ର
Read More...