pakka

ଭାରସାମ୍ୟ ହରାଇ ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ : ୬ ଆହତ

bbehera

ବୌଦ୍ଧ, (କେପିଏନ୍‌ଏସ୍‌) : ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ । ବୌଦ୍ଧ ୫୭ ନମ୍ଵର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ପୁରୀରୁ ଜଗା ଦର୍ଶନ ସାରି ନୃସିଂହନାଥ ଅଭିମୁଖେ ଯାଉଥିବା ବେଳେ ଏକ ତୀର୍ଥଯାତ୍ରୀ ବସ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି । ବୌଦ୍ଧ ୫୭ ନମ୍ଵର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ ଏଭଳି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୪୦ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ତୀର୍ଥଯାତ୍ରୀ ଛତିଶଗଡ ରାୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସମସ୍ତ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

jay balangir
Leave A Reply

Your email address will not be published.

12 − nine =