pakka

ଅଗ୍ନିକାଣ୍ଡରେ ୨ ବଖରା ଘର ଭଷ୍ମୀଭୂତ

bbehera

ପାଟକୁରା : ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଞ୍ଚାୟତର ସରଟୋଲା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଅକ୍ଷୟ ପଲାଇଙ୍କ ୨ ବଖରା ଘର ଭଷ୍ମୀଭୂତ ହୋଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ କୋରୁଆ ଓ ଗରଦପୁର ଦମକଳ ବାହୀନିର କମର୍ଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ମଧ୍ୟରେ ଥିବା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

4 × 2 =