Browsing Tag

patakura news

ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର : ୨ ଗାଈ ଆହତ

ପାଟକୁରା : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ଶିକଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯିବା ସହିତ ୨ ଗାଇ ଆହାତ ହେଇଛନ୍ତି । ଖବର ଅନୁଯାୟୀ ତଳକୁସୁମା ସିକଳ ଗ୍ରାମର ସୁକାନ୍ତ ରାଉତ, ପ୍ରଶାନ୍ତ ରାଉତ, ସୁମନ୍ତ ରାଉତ ଏହି ଅଗ୍ନିକାଣ୍ଡର ଶିକାର
Read More...

ପାଟକୁରାରେ ଜାତୀୟ ଯୁବ ଦିବସ ପାଳନ

ପାଟକୁରା : ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସରେ ବିଜେପି ଦଳ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାଟକୁରା ନିର୍ବାଚନୀ ମଣ୍ଡଳୀର ଗରଦପୁର ବ୍ଲକ ଛକ ଠାରେ ବିଜେପିର ଯୁବନେତା ତଥା ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ବିଜେପିର ଯୁବ କର୍ମୀମାନେ ଏହି
Read More...

ଅଗ୍ନିକାଣ୍ଡରେ ୨ ବଖରା ଘର ଭଷ୍ମୀଭୂତ

ପାଟକୁରା : ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ପଞ୍ଚାୟତର ସରଟୋଲା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଅକ୍ଷୟ ପଲାଇଙ୍କ ୨ ବଖରା ଘର ଭଷ୍ମୀଭୂତ ହୋଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ କୋରୁଆ ଓ ଗରଦପୁର ଦମକଳ ବାହୀନିର କମର୍ଚାରୀମାନେ
Read More...