Daily Archives

ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ସାମାଜିକ ନାରାକୁ ବ୍ଲକ୍ ଯାଦବ ସମାଜର ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୮ ତାରିଖରେ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଫରେଷ୍ଟ ବଙ୍ଗଳା ଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯାଦବ ସମାଜର କିଛି ବ୍ୟକ୍ତି ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁରିବାହାଲ ବ୍ଲକ୍ ଯୁବ ବିଜେଡ଼ିର ସଭାପତି
Read More...

କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନୟାଗଡ଼ ଗସ୍ତ

ନୟାଗଡ଼ : ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳ ନୟାଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ନୟାଗଡ଼ ଖଣ୍ଡପଡା ରୋଡ୍‌ ସ୍ଥିତ ହନୁମାନ ମନ୍ଦିର ଠାରେ ଜିଲ୍ଲା ସଭାପତି ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସ୍ଵାଗତ କରାଯାଇଛି । ତତ୍ ସହିତ
Read More...

ବରଗଡରେ ହେଲମେଟ୍‌ ଚେକିଂ କଡାକଡି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ଭଟଲି ଛକଠୁ ଭଟଲି ଯିବା ରାସ୍ତା ଡ଼ାଙ୍ଗ ଛକ ପାଖରେ ବରଗଡ଼ ଟ୍ରାଫିକ୍‌ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ କଡ଼ାକଡି ଭାବେ ମାସ୍କ ଏବଂ ହେଲମେଟ୍‌ ଚେକିଂ କରାଯାଇଥିଲା । ଯିଏ ଟ୍ରାଫିକ ନିୟମର ଅବମାନନା କରୁଥିଲା ତାହା ଠୁ ମୋଟା ଅଙ୍କର ଫାଇନ୍‌
Read More...

ଦେଓଗାଁ ବ୍ଲକ ଯୁବ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ଦେଓଗାଁ ବ୍ଲକ ବିଜେଡି ଯୁବ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ ସଭାପିତ୍ୱରେ ଓ ଦେଓଗାଁ ବ୍ଲକ ବିଜୁ ଯୁବ ସଭାପତି ଶୈଳେନ୍ଦ୍ର
Read More...

କଂଟାବାଂଜିରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶାରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇ ୬୯୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଯାହା ବଲାଙ୍ଗିର ଜିଲ୍ଲାର କଂଟାବାଂଜି
Read More...

ପୌର ଅଧିକାରୀଙ୍କୁ ନେଇ ୧୦ ନଂ. ୱାର୍ଡ ବୁଲିଲେ ନରସିଂହ

ଏକତା, ସ୍ୱଚ୍ଛତା ଓ ସୁଶିକ୍ଷା ଥିଲେ ଆର୍ଥିକ ସ୍ୱଚ୍ଛଳତା ନିଶ୍ଚୟ ଆସିବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୌରାଞ୍ଚଳର ୱାର୍ଡ ନଂ.୧୦ ଅନ୍ତର୍ଗତ ଗୋଟସରୋବରପଡା ତଥା ଆଖପାଖ ଅଞ୍ଚଳର ସମସ୍ୟା ଓ ତାର ସମାଧାନ କରିବା ପାଇଁ ସ୍ଥାନୀୟ ପୌରାଧିକାରୀ ବିପିନ ବିହାରୀ ଦୀପଙ୍କୁ
Read More...

ଇନ୍‌ଡୋର ଷ୍ଟାଡିୟମ ପାଇଁ ପଡ଼ିଆ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଘୋଷିତ ଇନଡୋର ଷ୍ଟାଡିୟମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସମେତ ବରଗଡ଼ ବିଧାୟକ
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏହିଭଳି ଅବସ୍ଥାରେ ପରିବାରର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରାକରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୨ ଜଣ ଏବଂ ବୁଡାବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ୱାଇଆର୍‌ସିର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...