pakka

ଦେଓଗାଁ ବ୍ଲକ ଯୁବ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ଦେଓଗାଁ ବ୍ଲକ ବିଜେଡି ଯୁବ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ ସଭାପିତ୍ୱରେ ଓ ଦେଓଗାଁ ବ୍ଲକ ବିଜୁ ଯୁବ ସଭାପତି ଶୈଳେନ୍ଦ୍ର ସାହୁଙ୍କ ପରିଚାଳନା ସହିତ ଅର୍କେଶ ନାରାୟଣ ସିଂହଦେଓ ସମସ୍ତ ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ବ୍ଲକ ସଭାପତି ସୁଶୀଲ କୁମାର ଚାନ୍ଦ, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ମଣ୍ଟୁ ଖମାରି, ଅନ୍ତର୍ଯ୍ୟାମୀ ସାହୁ ଉପସ୍ଥିତ ରହି ସମସ୍ତ ନବ ପଦଧିକାରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

jay balangir
Leave A Reply

Your email address will not be published.

five − 5 =

error: Content is protected !!