pakka

ବରଗଡରେ ହେଲମେଟ୍‌ ଚେକିଂ କଡାକଡି

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ଭଟଲି ଛକଠୁ ଭଟଲି ଯିବା ରାସ୍ତା ଡ଼ାଙ୍ଗ ଛକ ପାଖରେ ବରଗଡ଼ ଟ୍ରାଫିକ୍‌ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ କଡ଼ାକଡି ଭାବେ ମାସ୍କ ଏବଂ ହେଲମେଟ୍‌ ଚେକିଂ କରାଯାଇଥିଲା । ଯିଏ ଟ୍ରାଫିକ ନିୟମର ଅବମାନନା କରୁଥିଲା ତାହା ଠୁ ମୋଟା ଅଙ୍କର ଫାଇନ୍‌ ମଧ୍ୟ ନିଆଯାଉଥିଲା । ବରଗଡ଼ ଜିଲ୍ଲାରେ ଆକ୍ସିଡାଣ୍ଟର ହାର ବଢୁଥିବା ସମୟରେ ସବୁ ବେଳେ ବରଗଡ଼ ପୋଲିସ ଦ୍‌ଦ୍ୱାରା ଜନସାଧାରଣଙ୍କୁ ଅବଗତ କଲେ ମଧ୍ୟ ଟ୍ରାଫିକ ନିୟମ ମାନୁନାହାନ୍ତି ବୋଲି ଦୁର୍ଘଟଣା ଶିକାର ବହୁ ପରିମାଣ ଦେଖିବାକୁ ମିଳୁଛି । ଏଣୁ ବରଗଡ଼ ଟ୍ରାଫିକ ପୋଲିସ ସହରର ବିଭିନ୍ନ ଛକ ମାନଙ୍କରେ ଗାଡି ଚାଳକ ମାନଙ୍କୁ ହେଲମେଟ ଲଗାଇ ନିଜେ କିପରି ସୁରକ୍ଷିତ ରହିବେ ସେ ଦିଗରେ ସଚେତନ ମଧ୍ୟ କରିଛି ।

jay balangir
Leave A Reply

Your email address will not be published.

17 + ten =

error: Content is protected !!