Daily Archives

ସମାଜସେବୀଙ୍କ ପ୍ରୟାସରେ ୨୧ ଭୂମିହୀନ ପରିବାରକୁ ମିଳିବ ଘରଡିହ ପଟ୍ଟା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡାବନ୍ଧ ପଞ୍ଚାୟତ ବ୍ରାହ୍ମଣୀ ଗାଁ କଲୋନୀପଡ଼ାରେ ସରକାରୀ ଜମିରେ ଘରକରି ୨୧ ପରିବାର ରହୁଛନ୍ତି । ସୂଚନା ଅନୁସାରେ ଦୀର୍ଘ ୩୩ ବର୍ଷ ଧରି ସରକାରୀ ଜମିରେ ଘର କରି ରହୁଥିଲେ ସୁଧା ଏମାନଙ୍କ ପ୍ରତି ପ୍ରଶାସନର ଦରଦ ନାହିଁ ।…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ କବିତାଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

ନୟାଗଡ : ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଂଚିପାରେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଆଦିବାସୀ ଗାଁ କରଚୁଲିର କବିତାଙ୍କ ପରିବାରରେ । ସୂଚନା ଅନୁସାରେ ବେସାହାରା ଭାବେ…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର ଏବଂ ସଂଯୋଜକ ଡ. ଶ୍ରୀକର…
Read More...

ପ୍ରସ୍ତାବିତ ନୂତନ ଇନ୍‌ଡୋର ଷ୍ଟାଡିୟମକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରାଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।…
Read More...

ବାରାହ ଆକ୍ରମଣରେ ଜଣେ ଆହତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅଛି । ଏଣୁ ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା ଭାଲୁ, ହାତୀ, ବିଲୁଆ, ଚିତାବାଘ, ବାରାହ ଆଦି ଦେଖିବାକୁ ମିଳନ୍ତି । ସୂଚନା ଅନୁସାରେ ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ…
Read More...

ଜରାସିଂହା କନ୍ଧେନ୍‌ଜୋର୍‌ ନାଳା ରାସ୍ତା କାର୍ଯ୍ୟକ୍ଷମ କେବେ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବସ୍‌ ଷ୍ଟେସନରୁ କୁଲିହାବହାଲ ରାସ୍ତା ଯଥା ଜରାସିଂହାରୁ କୁଲିହାବାହାଲ ରାସ୍ତା ଉପରେ ଥିବା କନ୍ଧେନ୍‌ଜୋର୍‌ ନାଳା ଉପରେ ପୋଳ ନିର୍ମାଣ ବର୍ଷେ ହେଲା ଆରମ୍ଭ ହୋଇଛି । ପୋଳ କାମ ଶେଷ ହୋଇଥିବା ବେଳେ ଏପ୍ରୋଚ୍‌ କାମ ଆରମ୍ଭ ହୋଇନାହିଁ । ଯାହା…
Read More...

ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ସେମିନାର ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ । ଏଥିରେ…
Read More...

କର୍ଲାମୁଣ୍ଡା ବ୍ଲକର ବିପିସି ରୁଦ୍ର ପ୍ରସାଦ ସାହୁଙ୍କୁ ଗିରଫ ଓ ବହିଷ୍କାର ଦାବୀରେ ବ୍ଲକ ସମ୍ମୁଖରେ ଧାରଣା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବ୍ଲକ ପୋଗ୍ରାମ କୋଡିନେଟର (ବିପିସି)ରୁଦ୍ର ପ୍ରସାଦ ସାହୁଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସେ ହିତାଧିକାରୀମାନଙ୍କ ଆବାସ ଯୋଜନାର ଟଙ୍କା ଆତ୍ମସାତ କରିବା, ବିନା…
Read More...

ଓଡ଼ିଶାର ୪ ପୋଲିସ ଅଧିକାରୀ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ

ଭୁବନେଶ୍ୱର : ଓଡ଼ିଶାର ୪ ପୋଲିସ ଅଧିକାରୀ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ । ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀଙ୍କୁ ଏହି ଅବସରରେ ମିଳିବ ଉତ୍କର୍ଷ ସେବା ପଦକ । ରାଜ୍ୟର ୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟରଙ୍କୁ ସମ୍ମାନୀତ କରାଯିବ । ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ…
Read More...

କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗ : ଜିଏସଟି ଚଢାଉ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର କଣ୍ଟାବାଞ୍ଜିର ଦୁଇଟି ଦୋକାନରେ ଟିକସ ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡିଛି । ଏହି ଦୋକାନ ଦୁଇଟି ହେଲା କଣ୍ଟାବାଞ୍ଜି ସହରର ଏନ୍‌ଏସି ଛକରେ ଥିବା ବାଲାଜୀ ଫର୍ଣ୍ଣିଚର ଆଣ୍ଡ୍‌…
Read More...