pakka
Yearly Archives

2022

ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଅତିଥି ଭାବେ ଯୋଗ ଦେଇ ଭଗବାନଙ୍କୁ ଦର୍ଶନ କରି ଉପସ୍ଥିତ ଜନତାଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ
Read More...

ଗଞ୍ଜାମ ବ୍ଲକ ଶସ୍ୟ କ୍ଷେତ୍ରକୁ ସୁରକ୍ଷା ନେଇ ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଞ୍ଚଳରେ ଦିନକୁ ଦିନ ମୟୁର, ବାରହା, ହରିଣ, ସମ୍ବର ଓ ମାଙ୍କଡ଼ ଆଦି ବନ୍ୟଜନ୍ତୁମାନଙ୍କ ବଂଶ ବୃଦ୍ଧି ସହ ଉପଦ୍ରବ ବଢୁ ଥିବା ଲକ୍ଷ କରାଯାଇଛି । ଫଳରେ ଉକ୍ତ ବନ୍ୟଜନ୍ତୁ ଯୋଗୁଁ ଶସ୍ୟ କ୍ଷେତ୍ରରେ ଉତ୍ପାଦିତ ମୁଗ, ବିରି, କୋଳଥ, ମାଣ୍ଡିଆ,
Read More...

ଚାମୁଣ୍ଡା ମନ୍ଦିର ପାର୍କ ପାଇଁ ଭୂମି ପୂଜନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ କୁଶାପଲି ସ୍ଥିତ ମା' ଚାମୁଣ୍ଡା ମନ୍ଦିର ପାର୍କ ନିର୍ମାଣ ପାଇଁ ଶୁକ୍ରବାର ଭୂମି ପୂଜା ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମମତା ବେହେରା, ସମିତି ମେମ୍ବର ବିଷ୍ଣୁପ୍ରିୟା ମହାପାତ୍ର, ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ
Read More...

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ଘର ଦିଆଯାଉ, ସାମ୍ବାଦିକ ସମ୍ମିଳନୀରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ଭାବେ ୧୦ ଲକ୍ଷ ଘର ଦିଆଯାଉ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛି କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା (କେଏମ୍‌ଏମ୍‌) । କୁହାଯାଇଛି ଯେ, ପଶ୍ଚିମ
Read More...

ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟରେ ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିମାନଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଜଣେ ଦିବ୍ୟାଙ୍ଗ ନିଜ ପରିଶ୍ରମରେ ପରିବାର
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ ପରିସରରେ ବିଦ୍ୟୁତ ବିଭାଗ ଏସଡିଓ ପୁରନ୍ଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଏସଡିଓ ସୁଜିତ ବେହେରା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଭରତ ଚନ୍ଦ୍ର
Read More...

ରାଜ୍ୟପାଳଙ୍କ ଦ୍ୱାରା ଡ଼. ସୁରେନ୍ଦ୍ର ମେହେରଙ୍କ ବାନ୍ଧକଳା ଉନ୍ମୋଚିତ

ବରଗଡ, (ନିରୋଜ କୁମାର ପାଣୀ) : ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେର ଦୀର୍ଘ ଦେଢ଼ ବର୍ଷ ପର୍ଯ୍ୟନ୍ତ ପରିଶ୍ରମ କରି ବାନ୍ଧକଳାରେ ସ୍ଵଭାବ କବିଙ୍କ ମହନୀୟ କାବ୍ୟ 'ମହିମା'କୁ ୪୦ ଇଞ୍ଚ ଚଉଡା ଓ ୨୭ ଫୁଟ ଲମ୍ବରେ ତିଆରି କରିଛନ୍ତି । ବାନ୍ଧକଳାରେ ଏତେ ଲମ୍ବର ଏକ ୱାଲ ହେଂଗିଙ୍ଗ ତିଆରି କରିବା
Read More...

ଧାନମଣ୍ତି ସମସ୍ୟା ଓ ଅଭାବି ବିକ୍ରିକୁ ନେଇ କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବରଗଡ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଗୁଣମଣି ସାହୁଙ୍କ ନେତୃତ୍ୱରେ ୭ ଦଫା ସମ୍ବଳିତ
Read More...

ଐତିହାସିକ ଯୋଗିନୀ ପୀଠର ଅଳିଆ ଆବର୍ଜନା ସଫା କଲେ ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କଲେ ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ନରିହାପଡାରେ ଥିବା ନେତାଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତା । ଏହି ସ୍ଥାନକୁ
Read More...