pakka

ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ

bbehera

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁରଠାରେ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଅତିଥି ଭାବେ ଯୋଗ ଦେଇ ଭଗବାନଙ୍କୁ ଦର୍ଶନ କରି ଉପସ୍ଥିତ ଜନତାଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.

5 × five =