Daily Archives

ରେଙ୍ଗାଲଜୁରୀରେ ଖୁଦୁରୁକୁଣୀ ଓଷା ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ପ୍ରହରୀ ମଣ୍ଡପ ଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଓଷା ବିଧି ଅନୁସାରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ସନ୍ଧ୍ୟାରେ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ
Read More...

ଦହିତା ମଣ୍ଡଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦହିତା ମଣ୍ଡଳ ଦହିତା ଫୁଟବଲ ପଡିଆ ଠାରେ ମଣ୍ଡଳ ସଭାପତି କେତନ ମେହେରଙ୍କ ଅଧକ୍ଷତାରେ ଭାରତୀୟ ଜନତା ପାର୍ଟିର ଏକ ମଣ୍ଡଳ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି
Read More...

ସୌମ୍ୟକାନ୍ତ ବଲିଆରସିଂ ପୋଲିସ ପଦକରେ ସମ୍ମାନିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ପୋଲିସରେ କାର୍ଯ୍ୟରତ ଏସଆଇ ସୌମ୍ୟକାନ୍ତ ବଲିଆରସିଂ ଆଜି ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଆଜି ରାଉରକେଲା ଠାରେ ଅନୁଷ୍ଠିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଥିଲେ
Read More...

ବିଶ୍ୱ କ୍ରୀଡା ଦିବସରେ ପଦ୍ମପୁରରେ ସାଇକେଲ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ୱ କ୍ରୀଡା ଦିବସ । ପଦ୍ମପୁର ମାରୱାଡି ଯୁବମଞ୍ଚ ତରଫରୁ ପଦ୍ମପୁର ସହରରେ ବିଶ୍ୱ କ୍ରୀଡା ଦିବସ ପାଳିତ ହୋଇଯାଇଛି । କ୍ରୀଡାପ୍ରେମୀ ତଥା କ୍ରୀଡାବିତମାନଙ୍କୁ ଉତ୍ସାହିତ ଓ କ୍ରୀଡା କ୍ଷେତ୍ରରେ ଆଗ୍ରହୀ ହେବା ପ୍ରୟାସରେ ଯୁବଗୋଷ୍ଠୀ ମାନଙ୍କୁ ନେଇ
Read More...

ଭୁଲ୍‌ରେ ଫୋନ ପେ’ରେ ଆସିଯାଇଥିବା ୪୦ ହଜାର ଟଙ୍କା ଫେରାଇଲେ ବନ କର୍ମଚାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜୈନେକ ବନ କର୍ମଚାରୀଙ୍କ ମହାନ ଗୁଣ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି । ତାଙ୍କର ଫୋନ ପେକୁ ଭୁଲରେ ଆସି ଯାଇଥିବା ୪୦ ହଜାର ଟଂକାଙ୍କୁ ସେ ବିନା ଦ୍ୱିଧାରେ
Read More...

କାବୁଲରେ ଆମେରିକା ସେନାଙ୍କ ରକେଟ୍ ଆକ୍ରମଣ, ଆତଙ୍କବାଦୀଙ୍କୁ ଟାର୍ଗେଟ

କାବୁଲ : କାବୁଲରେ ସନ୍ଦିଗ୍ଧ ଆଇଏସଆଇଏସ୍‌-କେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆମେରିକା ଏକ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଆକ୍ରମଣ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ରୁଷ ଗଣମାଧ୍ୟମ ପକ୍ଷରୁ ଦାବୀ ହେଉଛି ଯେ, ଆମେରିକା ଆଜି କାବୁଲ ବିମାନବନ୍ଦରର
Read More...

ବ୍ରିଜ ତଳକୁ ଖସିଗଲା ବାଇକ୍ : ବାଇକ୍ ଚାଳକଙ୍କ ଚାଲିଗଲା ପ୍ରାଣ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଧୀନରେ ଥିବା ତେଲେନପାଲି ଓ ଯମୁନାପାଲି ମଝିରେ ଏକ ପୋଲ ତଳକୁ ବାଇକ ଖସିଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖୁରିପାଣି ଗ୍ରାମର ଧୁବଲେ ମାଝୀଙ୍କ ପୁଅ ଅଚ୍ୟୁତ ମାଝୀ (୨୪) ଶନିବାର ଦିନ ସନ୍ଧ୍ୟା
Read More...

ଖଡ଼ିଆଳ ରାଜ ଦରବାରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ, (ନିରାକାର ମେହେର) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ଏଥି ପାଇଁ ଚଳ ଚଞ୍ଚଳ ହୋଇ ଉଠିବ ପୁରା ପଶ୍ଚିମ ଓଡିଶା । ଏହି ନୂଆଁଖାଇ ଆସନ୍ତା ୧୧ତାରିଖରେ ପଶ୍ଚିମ ଓଡିଶାରେ ପାଳନ ହେଉଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଖଡ଼ିଆଳ ରାଜ ଦରବାରରେ ଯୁବରାଜ ଦେବ
Read More...

ଟିଟିଲାଗଡରେ ଆର୍‌ଆଇ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡରେ ଥିବା ଠିକଣାକୁ ନେଇ ଦ୍ଵନ୍ଦରେ ପରୀକ୍ଷାର୍ଥୀ : ଅନେକ…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଓଡିଶା ସବ୍‌ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆର୍‌ଆଇ ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଟିଟିଲାଗଡ ସହରର ଛଅଟି ସ୍ଥାନ ଯଥା ସରକାରୀ ବାଳିକା ବିଦ୍ୟାଳୟ, ଡିଏଭି କଲେଜ, ଡିଏଭି ପବ୍ଲିକ ସ୍କୁଲ,
Read More...

ଚେକ୍‌ ଡ୍ୟାମ୍‌ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ପ୍ରଶାସନ ତଥା ବ୍ଳକ ପ୍ରଶାସନକୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଦେଉଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ
Read More...