Daily Archives

୧୨ ଜଣ ବିଜେପି ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଆଜି ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଟଣାଗଡ ବ୍ଲକର ଘୁଚେପାଲି ପଞ୍ଚାୟତର ୧୨ ଜଣ ବିଜେପି ଦଳ ଛାଡି
Read More...

ତାଲିବାନ ଚଢ଼ଉ କଲା ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ : ବ୍ୟାପକ ଭଙ୍ଗାରୁଜା

ଆଫଗାନିସ୍ତାନ : ତାଲିବାନ ଚଢ଼ଉ କରିଛି ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ । ଏହା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି । କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବା ବେଳେ ତାଲିବାନ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି
Read More...

ନବରଙ୍ଗପୁର ଜିଲ୍ଲା ଗସ୍ତ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀମାନେ ସ୍ୱାଗତ କରିଥିଲେ । ପରେ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର
Read More...

କାଲି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ : ଦେଓଗାଁରେ ଦ୍ରୁତଗାମୀ ରେଳ ରହଣୀ ଦାବୀ ଉପରେ ପଡ଼ିବ କି…

ରେଳଷ୍ଟେସନର ଉନ୍ନତିକରଣ ଦୁର୍ନୀତି ପ୍ରତି ଦୃଷ୍ଟି ଦେବେ କି ?ବିପଦ ସଙ୍କୁଳ ଅବସ୍ଥାରେ ଓଭର ବ୍ରିଜପଦାରେ ପଡୁଛି ଷ୍ଟେସନର ନିମ୍ନମାନର କାମ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ରହଣି ଦାବୀ ନେଇ ଦେଓଗାଁ ଷ୍ଟେସନରେ ୬ ଘଣ୍ଟିଆ ରେଳରୋକ ହେବା ପରେ ରେଳ
Read More...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ୍‌.ମୁରଲିଧରଙ୍କ ବରଗଡ଼ ଜିଲ୍ଳା ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଇ- କୋର୍ଟ ସାର୍ଭିସ ଦ୍ୱାରା ଜନସାଧାରଣ ଅଧିକ ଉପକୃତ ହୋଇପାରିବେ । ଏହା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିବ । କୋଭିଡ଼ ମହାମାରୀ ସମୟରେ ଇ-କୋର୍ଟ ସେବା ଅଧିକ ଉପାଦେୟ ହୋଇପାରିଛି ଏବଂ ଏହି ଦିଗପ୍ରତି ସମସ୍ତ ଆଇନଜୀବୀ ଦୃଷ୍ଟି ଦେଲେ ଆଇନ ସେବା ଓ
Read More...

ପାଇକମାଲରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଏକ ସମୀକ୍ଷା ବୈଠକ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପାଇକମାଲ ବିଡିଓ ସୁଶ୍ରୀ ଉପାଞୀଳି ମାଝୀ ଯୋଗ ଦେଇଥିବା
Read More...

କାଲିଗାଡୁ ହିଲଟପ୍‌ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ
Read More...

ବନ ବିଭାଗର ୩ଟି ସ୍ଥାନରେ ଚଢ : ଗୋଟିଏ ପିକ୍‌ ଅପ୍‌ ଭ୍ୟାନ ସହ ମୋଟର ସାଇକେଲ ଏବଂ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ସହ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି ସହରର ୩ଟି ସ୍ଥାନରେ ଶନିବାର ସକାଳୁ ବନ ବିଭାଗ ଚଢଉ କରିଛି । ଏହି ଚଢଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ ଅର୍ଦ୍ଧନିର୍ମିତ ଫର୍ଣ୍ଣିଚର ଏବଂ ପଟା ସହ ୭୦ ହଜାରରୁ ଅଧିକ ଟଙ୍କାର ଫର୍ଣ୍ଣିଚର ୟୁନିଟର ସାମାନ
Read More...

ଡେଲାଙ୍ଗରେ କରୋନା, ଡେଙ୍ଗୁ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଭୁତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ବହୁ ଧନ ଜୀବନ କ୍ଷୟକ୍ଷତି କରିବା ସହ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରାରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ
Read More...

ବରଗଡ଼ ବଜରଙ୍ଗ ଦଳ ତରଫରୁ ଅମ୍ବାପାଲି ଠାରେ ନ୍ୟାସ୍‌ନାଲ ହାଇୱେରେ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରର ରାସ୍ତା ଘାଟରେ ପ୍ରତ୍ୟେହ ଶହଶହ ଗୋରୁ ଗାଇ ବୁଲୁଥିବା ବେଳେ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବରଗଡ଼ ସହରରେ ପ୍ରତ୍ୟେକ ଦିନ ବୁଲା ଗାଇଗୋରୁ ଯୋଗୁଁ ଅନେକ ଅସୁବିଧା ସୃଷ୍ଟି ହେଉଛି । ସେହି ଭଳି ଆଜି
Read More...