Daily Archives

ସାମ୍ବାଦିକ ଆଶୁତୋଷ ରଥ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୭୬ତମ ପୂଣ୍ୟତିଥି ଅବସରରେ ଭୂବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଅବସରରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା
Read More...

ଜନ ଆଶୀର୍ବାଦ ଯାତ୍ରା ପୂର୍ବରୁ ବିଜେପିର ସମ୍ବାଦିକ ସମ୍ମିଳନୀ : ପ୍ରମୁଖ ଦାବୀଗୁଡିକୁ ନେଇ ଆଶା ପ୍ରକାଶ କଲେ ସାଂସଦ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବହେଳିତ କେବିକେ ଅଂଚଳରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ଯଦ୍ୱାରା ଅଂଚଳବାସୀ କେନ୍ଦ୍ର ମନ୍ତ୍ରୀଙ୍କ ସହ ମିଶି ନିଜ ସମସ୍ୟା ସିଧା ସଳଖ ଜଣାଇବାର ସୁଯୋଗ ପାଇ
Read More...

ବିଜେଡି ଓଡିଶା ମୋ ପରିବାରର ଚକ୍ଷୁ ଚିକିତ୍ସା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୧୦ ଗେଟସରୋବରପଡା ଡକ୍ଟର ବିଆର ଆମ୍ବେଦକର କ୍ଲବ ଠାରେ ବଲାଙ୍ଗିର ବିଜେଡି ଓଡିଶା ମୋ ପରିବାର ଆନୁକୁଲ୍ୟରେ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ
Read More...

ଲୋକ ଉନ୍ନତି ସଂଗଠନ ଦ୍ଵାରା ଆଦର୍ଶ ଚାଟଶାଳୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାରପୁଡିଗିଆ ପଞ୍ଚାୟତ କର୍ଲାପିଟା ଗ୍ରାମରେ ଆରମ୍ଭ ହୋଇଛି ଆଦର୍ଶ ଚାଟଶାଳୀ କାର୍ଯ୍ୟକ୍ରମ । ସେହିଭଳି ଭାବରେ ବଲାଙ୍ଗିର ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ ମୋ ଚାଟଶାଳୀ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ଦେଖିବାକୁ
Read More...

ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରାକାରୀ ସୂତ୍ରରେ କୁହାଯାଇଛି । ପାଟଣାଗଡ ବ୍ଲକ ଘସିଏନ୍‌ ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୪ଜଣ କରୋନାରେ ସଂକ୍ରମିତ ହୋଇଥିବା
Read More...

କେବଳ ସାଇନବୋର୍ଡରେ ସିମୀତ କୃଷି ପରାମର୍ଶ କେନ୍ଦ୍ର : ପରାମର୍ଶ ଦେବାକୁ ରହୁନାହାନ୍ତି କୃଷି ଅଧିକାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଚାଷର ସମୟ । ଧାନ ଚାଷ, ପନିପରିବା ଓ କପା ଚାଷରେ ଲାଗୁଛି ରୋଗ । ଏହି ରୋଗର ଉପଚାର କରିବା ପାଇଁ ଦେଓଗାଁ ବ୍ଳକ ପରିସରରେ ଥିବା କୃଷି ପରାମର୍ଶ କେନ୍ଦ୍ର ପ୍ରତି ଦିନ ସକାଳରୁ ଧାଇଁ ଆସୁଛନ୍ତି ଦେଓଗାଁ ବ୍ଳକର ଅର୍ଜୁନପୁରରୁ ରାମଚନ୍ଦ୍ରପୁରର
Read More...

କିଶନ ପଣ୍ଡା ଜନ୍ମରୁ ହାର୍ଣ୍ଣିଆ ରୋଗରେ ପୀଡିତ : ଯନ୍ତ୍ରଣାରେ ରାତିଦିନ ସମାନ, ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଡୁଙ୍ଗୁରିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ଧନଞ୍ଜୟ ପଣ୍ଡା ଓ ସଙ୍ଗୀତା ପଣ୍ଡାଙ୍କ ପୁଅ କିଶନ ପଣ୍ଡା (୧୦) । ଯିଏ କି ଜନ୍ମରୁ ହାର୍ଣ୍ଣିଆ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି
Read More...

ଉପରଝର ୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବକୁଲ ବିହାରୀ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା କୁଲତା ସମାଜର ଦେଓଗାଁ ମଣ୍ଡଳର ପୂର୍ବତନ ସଭାପତି ବକୁଲ ବିହାରି ସାହୁ (୭୫ବର୍ଷ)ଙ୍କ ଶୁକ୍ରବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଯାଇଛି । ସେ କିଛି ଦିନ ହେଲା
Read More...

ଲୁହାସିଂହା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଲୁହାସିଂହା ଠାରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଲୁହାସିଂହା ଆରଆଇ ସର୍କଲରେ ପ୍ରାୟ ୪ ଗୋଟି ପଞ୍ଚାୟତର ଲୋକେ
Read More...

ପ୍ରଥମ ମାସିକ ଶିକ୍ଷା ସେତୁ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ : ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦାନ କଲେ ପ୍ରଶଂସାପତ୍ର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସେ ଏହି ଅବସରରେ
Read More...
error: Content is protected !!