pakka

ତାଲିବାନ ଚଢ଼ଉ କଲା ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ : ବ୍ୟାପକ ଭଙ୍ଗାରୁଜା

bbehera

ଆଫଗାନିସ୍ତାନ : ତାଲିବାନ ଚଢ଼ଉ କରିଛି ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ । ଏହା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛି । କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବା ବେଳେ ତାଲିବାନ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି ନାହିଁ ତଲାସ କରିଥିଲେ । ଭାରତୀୟ ଦୂତାବାସରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ଆତଙ୍କବାଦୀ ନେଇଯାଇଛନ୍ତି ।

jay balangir
Leave A Reply

Your email address will not be published.

2 × 1 =

error: Content is protected !!